ଫ୍ଲୋସି କୋହେନ୍ ୧୯୨୫ରେ କଲିକତାରେ ଜନ୍ମ ହୋଇଥିଲେ । ପରେ ସେ ଯୁକ୍ତରାଷ୍ଟ୍ରକୁ ସ୍ଥାନାନ୍ତରିତ ହୋଇଥିଲେ ଓ ୧୯୫୦ରେ ବଫାଲୋ ବିଶ୍ୱବିଦ୍ୟାଳୟରୁ ଔଷଧରେ ସ୍ନାତ୍ତକ ଅର୍ଜନ କରିଥିଲେ । ସେ ବ୍ରୁକଲିନ୍ ଜିଉସ୍ ହସ୍ପିଟାଲ୍ ଓ ମେଡିକାଲ୍ ସେଣ୍ଟରରୁ ଶିଶୁ ରୋଗରେ ଉଚ୍ଚଶିକ୍ଷା ଲାଭ କରିଥିଲେ ଓ ମିତିଗାନର ଶିଶୁ ଚିକିତ୍ସାଳୟରେ ଯୋଗ ଦେଇଥିଲେ । ସେଠାରେ ସେ ଶିଶୁରୋଗ ଓ ନିଓନାଟାଲ୍ ଇମୁନୋଲୋଜି ବିଷୟପେ ଗବେଷଣା ଆରମ୍ଭ କରିଥିଲେ । ସେ ଚିକିତ୍ସାଳୟର କ୍ଲିନିକାଲ୍ ଇମୁନୋଲୋଜି ବିଜ୍ଞାନାଗାର ଓ କ୍ଲିନିକାଲ୍ ଇମୁନୋଲୋଜି ଓ ରୁମାଟୋଲୋଜି ପାଇଁ ଏହାର ସେବା ପ୍ରତିଷ୍ଠା କରିଥିଲେ । ସେ ୧୯୯୨ରେ ଅବସର ନେବା ପର୍ଯ୍ୟନ୍ତ ଉଭୟ ବିଭାଗର ନିର୍ଦ୍ଦେଶନା ଦେଉଥିଲେ ।[୧] ସେ ୱେନ୍ ଷ୍ଟେଟ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନର ଅଧ୍ୟକ୍ଷ ମଧ୍ୟ ଥିଲେ ।[୨]

ଆଧାର ସମ୍ପାଦନା

  1. "Flossie Cohen". Jewish Women's Archive. Retrieved 23 October 2017.
  2. "Flossie Cohen" (PDF). Michigan Women's Hall of Fame. Archived from the original (PDF) on 28 March 2017. Retrieved 23 October 2017.