ଫିନାଇଲେଫ୍ରିନ

ରାସାୟନିକ ଯୌଗିକ ପଦାର୍ଥ

ଫିନାଇଲେଫ୍ରିନ (ଇଂରାଜୀ ଭାଷାରେ Phenylephrine) ଏକ ଔଷଧ ଯାହା ରକ୍ତ ଚାପ ବୃଦ୍ଧି କରିବାକୁ, ମିଡ୍ରିଆସିସ (dilate the pupil), ଡିକଞ୍ଜେସ୍ଟାଣ୍ଟ (decongestant) ନିମନ୍ତେ ଓ ଅର୍ଶ କମ୍ କରିବାକୁ ଦିଆଯାଏ ।[୧][୨] ଡିକଞ୍ଜେସ୍ଟାଣ୍ଟ ଭାବରେ ମାର୍କେଟରେ ମିଳିଲେ ମଧ୍ୟ ପାଟିରେ ଦିଆଗଲେ, ଆଲର୍ଜିକ ନାକ ପ୍ରଦାହ ରୋଗ ନିମନ୍ତେ ଏହାର ଉପକାର ସ୍ପଷ୍ଟ ହୋଇନାହିଁ ।[୧] ଏହା ପାଟିରେ, ଶିରା ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ବା ଚର୍ମରେ ଲଗାଯାଏ ।[୧]

ଫିନାଇଲେଫ୍ରିନ
Skeletal formula of phenylephrine
Ball-and-stick model of the phenylephrine molecule
Clinical data
Pronunciation/ˌfɛnəlˈɛfrn, f-, -ɪn/
Trade namesMany
AHFS/Drugs.commonograph
data
Pregnancy
category
  • US: C (Risk not ruled out)
Routes of
administration
By mouth, in the nose, on the eye, intravenous, intramuscular
ATC code
Legal status
Legal status
Pharmacokinetic data
Bioavailability38% through GI tract
Protein binding95%
MetabolismLiver (oxidative deamination)
Onset of actionVery rapid (IV), within 20 min (by mouth)[୧]
Elimination half-life2.1–3.4 h
Duration of actionUp to 20 min (IV), 4 hrs (by mouth)[୧]
Identifiers
  • (R)-3-[-1-hydroxy-2-(methylamino)ethyl]phenol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.386 Edit this at Wikidata
Chemical and physical data
FormulaC9H13NO2
Molar mass167.205 g/mol
3D model (JSmol)
  • O[C@H](c1cc(O)ccc1)CNC
  • InChI=1S/C9H13NO2/c1-10-6-9(12)7-3-2-4-8(11)5-7/h2-5,9-12H,6H2,1H3/t9-/m0/s1 checkY
  • Key:SONNWYBIRXJNDC-VIFPVBQESA-N checkY
  (verify)

ଫିନାଇଲେଫ୍ରିନ ପାଟିରେ ନେବାପରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବିନ୍ଧା ଓ ଉଦ୍‌ବେଗ ପ୍ରକାଶ ପାଇପାରେ ।[୧] ଅର୍ଶ ଚିକିତ୍ସାରେ ଏହା ସ‌ହ୍ୟ କରିହୁଏ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଧୀର ହୃଦ୍‌ଗତି , ଅନ୍ତନଳୀ ସ୍ୱଳ୍ପ ରକ୍ତ‌ହୀନତା, ଆଞ୍ଜାଇନା, ବୃକ୍‌କ ଫେଲ (kidney failure) ଓ ଇଞ୍ଜେକସନ ନେବା ସ୍ଥାନରେ ତନ୍ତୁ ମୃତ୍ୟୁ (tissue death) ହୋଇପାରେ ।[୧][୨] ଗର୍ଭାବସ୍ଥାସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[୧] ଫିନାଇଲେଫ୍ରିନ ଏକ ସିଲେକ୍ଟିଭ ଆଡ୍ରେନର୍ଜିକ ରିସେପ୍ଟର ସକ୍ରିୟକାରୀ (selective α1-adrenergic receptor); ତେଣୁ ଧମନୀ (arteries) ଓ ଶିରା (veins) ସଙ୍କୁଚିତ ହୋଇଯାଏ ।[୧]

ସନ ୧୯୨୭ରେ ଫିନାଇଲେଫ୍ରିନ ପେଟେଣ୍ଟ ହେବାପରେ ସନ ୧୯୩୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଭାଏଲ ପିଛା ପ୍ରାୟ ୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଏହାର ଅପବ୍ୟବ‌ହାର ଅତି ସାଧାରଣ ।[୪]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Phenylephrine Hydrochloride Monograph for Professionals". Drugs.com (in ଇଂରାଜୀ). AHFS. Retrieved 10 January 2019.
  2. ୨.୦ ୨.୧ ୨.୨ ୨.୩ British national formulary : BNF 76 (76, 1140 ed.). Pharmaceutical Press. 2018. pp. 188–189. ISBN 9780857113382.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 541. ISBN 9783527607495.
  4. "Max Strength Decongestant Tablets" (PDF). www.mhra.gov.uk. p. 10. Retrieved 10 January 2019.

ବାହ୍ୟ ଲିଙ୍କ ସମ୍ପାଦନା