ଫାମୋଟିଡିନ

ଫାମୋଟିଡିନ ଏକ ଔଷଧର ନାମ ଯାହା ପେପସିଡ ନାମରେ ବିକ୍ରୟ ହୁଏ ଓ ଏହା ପାକସ୍ଥଳୀରେ ତିଆରି ହେଉଥିବା ଅମ୍ଳ ପରିମାଣ କ

 

ଫାମୋଟିଡିନ
Clinical data
Pronunciation/fəˈmɒtɪdn/
Trade namesPepcid, others
AHFS/Drugs.commonograph
MedlinePlusa687011
data
Pregnancy
category
  • AU: B1
  • US: B (No risk in non-human studies)
Routes of
administration
By mouth (tablets), Intravenous
Legal status
Legal status
Pharmacokinetic data
Bioavailability40–45% (by mouth)[୧]
Protein binding15–20%[୧]
Metabolismhepatic
Elimination half-life2.5–3.5 hours[୧]
ExcretionKidney (25–30% unchanged [Oral])[୧]
Identifiers
  • 3-[({2-[(diaminomethylidene)amino]-1,3-thiazol-4-yl}methyl)sulfanyl]-N-sulfamoylpropanimidamide
ECHA InfoCard100.116.793 Edit this at Wikidata
Chemical and physical data
FormulaC8H15N7O2S3
Molar mass୩୩୭.୪୪ g·mol−1
3D model (JSmol)
  • NS(=O)(=O)/N=C(\N)CCSCc1csc(n1)N=C(N)N
  • InChI=1S/C8H15N7O2S3/c9-6(15-20(12,16)17)1-2-18-3-5-4-19-8(13-5)14-7(10)11/h4H,1-3H2,(H2,9,15)(H2,12,16,17)(H4,10,11,13,14) checkY
  • Key:XUFQPHANEAPEMJ-UHFFFAOYSA-N checkY
  (verify)

ଫାମୋଟିଡିନ ଏକ ଔଷଧର ନାମ ଯାହା ପେପସିଡ ନାମରେ ବିକ୍ରୟ ହୁଏ ଓ ଏହା ପାକସ୍ଥଳୀରେ ତିଆରି ହେଉଥିବା ଅମ୍ଳ ପରିମାଣ କମେଇଦିଏ ।[୨] ଅମ୍ଳ ରୋଗ, ଗ୍ୟାଷ୍ଟ୍ରୋସୋଫେଜିଆଲ ରିଫ୍ଲକ୍ସ ଡିଜିଜ ଏବଂ ଜୋଲିଞ୍ଜର ଏଲିସନ ସିଣ୍ଡ୍ରୋମ ଇତ୍ୟାଦି ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୩] ଏହା ପାଟିରେ ଦିଆଯାଏ କିମ୍ବା ଇଞ୍ଜେକସନ ମାଧ୍ୟମରେ ଶିରାରେ ଦିଆଯାଏ | [୩] ଏକ ଘଣ୍ଟା ମଧ୍ୟରେ ଏହା କାମ କରିବା ଆରମ୍ଭ କରେ | [୩]

ଫାମୋଟିଡିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଅନ୍ତନଳୀରେ ଅସୁବିଧା ଏବଂ ମୁଣ୍ଡ ବୁଲାଇବା ଇତ୍ୟାଦି ହୁଏ | [୩] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ଏବଂ ବାତ ହୋଇପାରେ | [୩] [୪] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ଲାଗେ କିନ୍ତୁ ଏହା ନିମନ୍ତେ ଯଥେଷ୍ଟ ଅନୁଶୀଳନ ହୋଇନାହିଁ ଓ ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ପରାମର୍ଶ ଦିଆଯାଇନଥାଏ | [୫] ଏହା ଏକ ହିଷ୍ଟାମିନ ଏଚ<sub>୨</sub> ରିସେପ୍ଟର ବିରୋଧୀ ଭାବରେ କାମ କରେ । [୩]

ଫାମୋଟିଡିନ ୧୯୭୯ ମସିହାରା ପେଟେଣ୍ଟ ହୋଇଥିଲା ଓ ୧୯୮୫ ମସିହାରେ ଡାକ୍ତରୀ ବ୍ୟବ‌ହାର କରାଗଲା । [୬] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | [୭] ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ଏନଏଚଏସ ମୂଲ୍ୟ 30 ପାଉଣ୍ଡ ଅଟେ । [୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୨ ଡଲାର ଅଟେ। [୮] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୧୧୫ ତମ ସାଧାରଣ ପ୍ରେସକ୍ରିପନ ଔଷଧ ଥିଲା ଓ ଛଅ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ହୋଇଥିଲା। [୯] [୧୦]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Truven Health Analytics, Inc. DRUGDEX® System (Internet) [cited 2013 Oct 10]. Greenwood Village, CO: Thomsen Healthcare; 2013.
  2. "Famotidine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Famotidine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  4. British national formulary : BNF 76 (76 ed.). Pharmaceutical Press. 2018. pp. 74–75. ISBN 9780857113382.
  5. "Famotidine Use During Pregnancy". Drugs.com (in ଇଂରାଜୀ). Retrieved 3 March 2019.
  6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 444. ISBN 9783527607495. {{cite book}}: Unknown parameter |name-list-format= ignored (|name-list-style= suggested) (help)
  7. ୭.୦ ୭.୧ British national formulary : BNF 76 (76 ed.). Pharmaceutical Press. 2018. pp. 74–75. ISBN 9780857113382.
  8. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  9. "The Top 300 of 2020". ClinCalc. Retrieved 11 April 2020.
  10. "Famotidine - Drug Usage Statistics". ClinCalc. Retrieved 11 April 2020.