ମୂଳ ଫାଇଲ(୯୩୮ × ୨୯୬ ପିକସେଲ, ଫାଇଲ ଆକାର: ୭୨ KB, ଏମ.ଆଇ.ଏମ.ଇର ପ୍ରକାର: image/png)

ପ୍ରଫେସର ଯୋଗେଶ ଚନ୍ଦ୍ର ପତି

. ସମ୍ପାଦନା

ପଦ୍ମ ଭୂଷଣ ଯୋଗେଶ ଚନ୍ଦ୍ର ପତି ଜଣେ ସୁନାମଧନ୍ୟ ଓଡିଆ ପଦାର୍ଥ ବିଜ୍ଞାନୀ | 1937 ମସିହା ଏପ୍ରିଲ୍ 3 ତାରିଖରେ ଓଡିଶା ର ବାରିପଦା ଠାରେ ତାଂକର ଜନ୍ମ | ଏବେ ସେ 'ୟୁନିଭରସିଟି ଅଫ୍ ମେରିଲାଣ୍ଡ' ରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି | ପଦାର୍ଥ ବିଜ୍ଞାନରେ ମୌଳିକ କଣିକା ଯଥା କୁଆର୍କ୍ (Quark) ଓ ଲେପଟନ୍ (Lepton) ଏବଂ ମୌଳିକ କଣିକାମାନଂକ ମଧ୍ୟରେ ଥିବା ବଳ ଉପରେ ଏକ ସମନ୍ବିତ ତଥ୍ୟ ଉପରେ ତାଂକର ଗବେଷଣା ବହୁତ ଉଚ୍ଚକୋଟୀର ଥିଲା | ନୋବେଲ୍ ବିଜେତା ଅବଦସ୍ ସଲାମଂକ ସହ ସେ ଦେଇଥିବା ତଥ୍ୟ 'ପତି - ସଲାମ୍ ମଡେଲ୍' (Dirac-Salam Model), ନିଉଟ୍ରିନୋର ବସ୍ତୁତ୍ବ ଓ ଦୋଳୋନ (oscillation) ରହସ୍ୟ ବୁଝିବାରେ ଅନେକ ସହାୟକ ହୋଇଛି | ପଦାର୍ଥ ବିଜ୍ଞାନରେ ମୌଳିକ ଗବେଷଣା ପାଇଁ ତାଂକୁ 2000 ମସିହାରେ ଡେରକ୍ ମେଡାଲ୍ (Dirac Medal) ମିଳିଛି | ଭାରତ ସରକାର ମଧ୍ୟ 2013 ମସିହାରେ ତାଂକୁ ପଦ୍ମ ଭୂଷଣ ଉପାଧୀରେ ଭୂଷିତ କରିଛନ୍ତି |

ସାରକଥା

ବିବରଣୀ
English: Mediawiki's preview button in Odia (Oriya).
ଓଡ଼ିଆ: ମିଡ଼ିଆଉଇକିର ଦେଖଣା ବୋତାମ ।
ତାରିଖ
ମୂଳାଧାର Subhashish Panigrahi
ଲେଖକ User:Subhashish Panigrahi

ସତ୍ଵ

ମୁଁ, ଏହି କାମର ସତ୍ୱାଧିକାରୀ, ଏଠାରେ ତଳଲିଖିତ ଲାଇସେନ୍ସ ଅଧୀନରେ ଏହାକୁ ପ୍ରକାଶ କଲି:
GNU head ମାଗଣା ସଫ୍ଟବେର ଫାଉଣ୍ଡେସନ ଦେଇ ପ୍ରକାଶିତ କୌଣସି ବଦଳାଇ ନହେବା ଭଳି ଧାରା, ଆଗ ବା ପଛ ପଟ ମଲାଟ ବିନା GNU ଖୋଲା ଦଲିଲକାରଣ ଲାଇସେନ୍ସ ୧.୨ ତମ ସଙ୍କଳନ ବା ଆଉ କୌଣସି ସର୍ତ୍ତାବଳି ଅନୁସାରେ ଏହି ଦଲିଲର ନକଲ, ବଣ୍ଟନ ତଥା/କିମ୍ବା ବଦଳାଇବା ନିମନ୍ତେ ଅନୁମତି ଦିଆଗଲା । GNU ମାଗଣା ଦଲିଲକରଣ ଲାଇସେନ୍ସ ନାମକ ବିଭାଗରେ ଲାଇସେନ୍ସର ନକଲ ଦିଆଯାଇଅଛି ।
w:en:Creative Commons
ଶ୍ରେୟ ସେଆର ଏଲାଇକ
This file is licensed under the Creative Commons Attribution-Share Alike 4.0 International, 3.0 Unported, 2.5 Generic, 2.0 Generic and 1.0 Generic license.
ଆପଣ ଆରାମରେ:
  • ବାଣ୍ଟିପାରିବେ – କାମଟିକୁ ନକଲ କରିପାରିବେ, ବାଣ୍ଟିପାରିବେ ଓ ପ୍ରସାରଣ କରିପାରିବେ
  • ମିଶାଇପାରିବେ – କାମଟି ଅଭିଯୋଜନ କରିପାରିବେ
ତଳଲିଖିତ ସର୍ତ୍ତାବଳୀ ଅଧୀନରେ:
  • ଶ୍ରେୟ – ଆପଣ ମନେ କରି ଏହି କାମର ଆବଶ୍ୟକୀୟ ଶ୍ରେୟ ମୂଳ ଗଢ଼ାଳି ବା ସ୍ୱତ୍ୱାଧୀକାରୀଙ୍କୁ ଦେବେ ଏବଂ ଦେଲାବେଳେ ଲାଇସେନ୍ସର ଲିଙ୍କ ଦେଇ କି କି ବଦଳ କଲେ ଉଲ୍ଲେଖ କରିବେ । ଏହା ଉପଯୁକ୍ତ ଢଙ୍ଗରେ କରିବେ କିନ୍ତୁ ଲାଇସେନ୍ସ ଦେଉଥିବା ବ୍ୟକ୍ତି ଆପଣଙ୍କ ପ୍ରଚାର କଲା ଭଳି କିଛି ଲେଖିବେ ନାହିଁ ।
  • ସେଆର ଏଲାଇକ – ଯଦି ଆପଣ ଏହି କାମଟିକୁ ବଦଳାଇବେ, ରୂପାନ୍ତରଣ କରିବେ ବା ଏହାକୁ ନେଇ କିଛି ଗଢ଼ିବେ ତେବେ ଆପଣ ଏହାକୁ ଏକା ବା ଅଲଗା ଲାଇସେନ୍ସ ଭିତରେ ରଖିପାରିବେ ।
ଆପଣ ନିଜ ପସନ୍ଦର ଲାଇସେନ୍ସ ବାଛିପାରିବେ ।

Captions

Add a one-line explanation of what this file represents

Items portrayed in this file

ଦର୍ଶାଏ

copyright status ଇଂରାଜୀ

copyrighted ଇଂରାଜୀ

୯ ମାର୍ଚ୍ଚ 2012

ଫାଇଲ ଇତିହାସ

ଏହା ଫାଇଲଟି ସେତେବେଳେ ଯେମିତି ଦିଶୁଥିଲା ତାହା ଦେଖିବା ପାଇଁ ତାରିଖ/ବେଳା ଉପରେ କ୍ଲିକ କରନ୍ତୁ

ତାରିଖ/ବେଳନଖ ଦେଖଣାଆକାରବ୍ୟବହାରକାରୀମତାମତ
ଏବେକାର୧୯:୧୨, ୯ ମାର୍ଚ୍ଚ ୨୦୧୨୧୯:୧୨, ୯ ମାର୍ଚ୍ଚ ୨୦୧୨ ପରିକା ସଙ୍କଳନର ନଖଦେଖଣା୯୩୮ × ୨୯୬ (୭୨ KB)Psubhashish{{Information |Description ={{en|1=Mediawiki's preview button in Odia (Oriya).}} {{or|1=ମିଡ଼ିଆଉଇକିର ଦେଖଣା ବୋତାମ ।}} |Source =Subhashish Panigrahi |Author =User:Subhashish Panigrahi |Dat...

ଏହି ସବୁପୃଷ୍ଠା ଏହି ଫାଇଲଟିକୁ ଯୋଡ଼ିଥାନ୍ତି:

ମେଟାଡାଟା