ଫାଇଲ:Dhumpa Sangita of Khandapada, Odisha by Gadadhara Dhumpa Parisada.ogg

Dhumpa_Sangita_of_Khandapada,_Odisha_by_Gadadhara_Dhumpa_Parisada.ogg(Ogg Vorbis ଶବ୍ଦ ଫାଇଲ, ଲମ୍ବ ୬ min ୪ s, ୪୪୯ kbps)

ମୁଖ୍ୟତଃ ଖଣ୍ଡପଡ଼ା ର ଗଦାଧର ସିଂହ ସାମନ୍ତ ଓ କବିସୂର୍ଯ୍ୟ ବଳଦେବରଥ ଙ୍କ ଦ୍ଵାରା ଏହି ପ୍ରକାର ର ସଙ୍ଗୀତ ଗୁଡ଼ିକ ସର୍ବାଧିକ ରଚିତ ଓ ପ୍ରସାରିତ ହୋଇଥିଲା। ଗଦାଧର ଙ୍କ ରଚିତ ଢୁମ୍ପା ସଙ୍ଗୀତରେ ବାଳୀ , ତୋର ଦୋହଲାଇ ଚନ୍ଦ୍ରଝୁମ୍ପୀ, ବିପତ୍ତି ନାଶିନୀ ସର୍ବମଙ୍ଗଳା ଇତ୍ୟାଦି ବେଶ୍ ଆଦୃତ। ଢୁମ୍ପା ସଙ୍ଗୀତ ରେ ଏକ ପୁରାତନ ଲୋକ ବାଦ୍ୟ ବଜାଯାଇଥାଏ। ଯାହାକି ରାଜ ମଇ ଗଛର ବକଳ ରୁ ତିଆରି ହୁଏ।

ସାରକଥା

ବିବରଣୀ
English: The Dhumpa is a unique traditional instrument of the state of Odisha. This is a professional rendition of the song 'Dhumpa Sangitare Bali' of the poet Gadadhara Singhasamanta by artistes of Gadadhara Dhumpa Parisada, Khandapada. Dhumpa songs are a special category of Odissi music.
ଓଡ଼ିଆ: ଢୁମ୍ପା ସଙ୍ଗୀତ ଓଡ଼ିଶାର ଏକ ବିଶିଷ୍ଟ ପରମ୍ପରା । ଢୁମ୍ପା ଏକ ପାରମ୍ପରିକ ବାଦ୍ୟ ଯାହାର ଧ୍ୱନି ଅତ୍ୟନ୍ତ ବିଚିତ୍ର । ଏହି ରେକର୍ଡ଼ିଂଟି ଗଦାଧର ସିଂହସାମନ୍ତଙ୍କ କୃତ ଚଉପଦୀ 'ଢୁମ୍ପା ସଙ୍ଗୀତରେ ବାଳୀ'ର ଗାୟନ । ଏହାକୁ ଖଣ୍ଡପଡ଼ାର ଗଦାଧର ଢୁମ୍ପା ପରିଷଦର କଳାକାରମାନେ ପରିବେଷଣ କରିଛନ୍ତି । ଢୁମ୍ପା ସଙ୍ଗୀତ ଓଡ଼ିଶୀ ସଙ୍ଗୀତ ପରମ୍ପରାର ଏକ ବିଶେଷ ପ୍ରଭେଦ ।
ତାରିଖ
ମୂଳାଧାର ଆପଣା କାମ
ଲେଖକ Prateek Pattanaik

ସତ୍ଵ

ମୁଁ, ଏହି କାମର ସତ୍ଵାଧିକାରୀ, ଏଠାରେ ତଳଲିଖିତ ଲାଇସେନ୍ସ ଅଧୀନରେ ଏହାକୁ ପ୍ରକାଶ କଲି:
w:en:Creative Commons
ଶ୍ରେୟ ସେଆର ଏଲାଇକ
This file is licensed under the Creative Commons Attribution-Share Alike 4.0 International license.
ଆପଣ ଆରାମରେ:
  • ବାଣ୍ଟିପାରିବେ – କାମଟିକୁ ନକଲ କରିପାରିବେ, ବାଣ୍ଟିପାରିବେ ଓ ପ୍ରସାରଣ କରିପାରିବେ
  • ମିଶାଇପାରିବେ – କାମଟି ଅଭିଯୋଜନ କରିପାରିବେ
ତଳଲିଖିତ ସର୍ତ୍ତାବଳୀ ଅଧୀନରେ:
  • ଶ୍ରେୟ – ଆପଣ ମନେ କରି ଏହି କାମର ଆବଶ୍ୟକୀୟ ଶ୍ରେୟ ମୂଳ ଗଢ଼ାଳି ବା ସ୍ୱତ୍ୱାଧୀକାରୀଙ୍କୁ ଦେବେ ଏବଂ ଦେଲାବେଳେ ଲାଇସେନ୍ସର ଲିଙ୍କ ଦେଇ କି କି ବଦଳ କଲେ ଉଲ୍ଲେଖ କରିବେ । ଏହା ଉପଯୁକ୍ତ ଢଙ୍ଗରେ କରିବେ କିନ୍ତୁ ଲାଇସେନ୍ସ ଦେଉଥିବା ବ୍ୟକ୍ତି ଆପଣଙ୍କ ପ୍ରଚାର କଲା ଭଳି କିଛି ଲେଖିବେ ନାହିଁ ।
  • ସେଆର ଏଲାଇକ – ଯଦି ଆପଣ ଏହି କାମଟିକୁ ବଦଳାଇବେ, ରୂପାନ୍ତରଣ କରିବେ ବା ଏହାକୁ ନେଇ କିଛି ଗଢ଼ିବେ ତେବେ ଆପଣ ଏହାକୁ ଏକା ବା ଅଲଗା ଲାଇସେନ୍ସ ଭିତରେ ରଖିପାରିବେ ।

Captions

ଓଡ଼ିଶାର ପାରମ୍ପରିକ ବାଦ୍ୟ ଢୁମ୍ପା ସହିତ ବୋଲାଯାଉଥିବା ସଙ୍ଗୀତ

creator ଇଂରାଜୀ

some value

author name string ଇଂରାଜୀ: Prateek Pattanaik

copyright status ଇଂରାଜୀ

copyrighted ଇଂରାଜୀ

source of file ଇଂରାଜୀ

original creation by uploader ଇଂରାଜୀ

୨୮ ନଭେମ୍ବର 2018

ଫାଇଲ ଇତିହାସ

ଏହା ଫାଇଲଟି ସେତେବେଳେ ଯେମିତି ଦିଶୁଥିଲା ତାହା ଦେଖିବା ପାଇଁ ତାରିଖ/ବେଳା ଉପରେ କ୍ଲିକ କରନ୍ତୁ

ତାରିଖ/ବେଳନଖ ଦେଖଣାଆକାରବ୍ୟବହାରକାରୀମତାମତ
ଏବେକାର୨୦:୫୫, ୩ ଜୁଲାଇ ୨୦୨୦୬ min ୪ s (୧୯.୫୨ MB)Prateek PattanaikUploaded own work with UploadWizard

ଏହି ସବୁପୃଷ୍ଠା ଏହି ଫାଇଲଟିକୁ ଯୋଡ଼ିଥାନ୍ତି:

ଜଗତ ଫାଇଲ ବ୍ୟବହାର

ତଳଲିଖିତ ଉଇକିସବୁ ଏହି ଫାଇଲଟିକୁ ବ୍ୟବହାର କରିଥାନ୍ତି:

ମେଟାଡାଟା