ଫକୀର ମୋହନ ବିଶ୍ଵବିଦ୍ୟାଳୟ


ଫକୀର ମୋହନ ବିଶ୍ଵବିଦ୍ୟାଳୟ ଓଡ଼ିଶାର ୫ମ ବିଶ୍ଵବିଦ୍ୟାଳୟ । ୧୯୯୯[୨] ମସିହାରେ ଏହା ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ବାଲେଶ୍ଵରଭଦ୍ରକ ଜିଲ୍ଲାର ମହାବିଦ୍ୟାଳୟମାନଙ୍କୁ ନେଇ ଗଠିତ ହେଇଥିଲା। ଏହାର ପରିସର ବାଲେଶ୍ଵର ରେମୁଣା ଗୋଲେଇ ଛକ ନିକଟବର୍ତ୍ତୀ ବ୍ୟାସବିହାରଠାରେ ଅବସ୍ଥିତ।

ଫକୀର ମୋହନ ବିଶ୍ଵବିଦ୍ୟାଳୟ
ଲକ୍ଷ୍ୟ ସତ୍ୟ, ସାଧନା, ସ୍ଵାଭିମାନ
ପ୍ରତିଷ୍ଠା ୩ ଜୁଲାଇ,୧୯୯୯
ପ୍ରକାର ସାର୍ବଜନିକ
କୁଳାଧିପତି ଏସ. ସି. ଜମିର ଓଡ଼ିଶା ରାଜ୍ୟପାଳ
କୁଳପତି ଶିବ ପ୍ରସାଦ ଅଧିକାରୀ[୧]
ଅବସ୍ଥାନ ବାଲେଶ୍ଵର, ଓଡ଼ିଶା, ଭାରତ ଭାରତ
ପରିସର ବ୍ୟାସବିହାର, ଗ୍ରାମାଞ୍ଚଳ
ଅନୁବନ୍ଧନ ଇଉ.ଜି.ସି., Association of Commonwealth Universities
ୱେବସାଇଟ http://www.fmuniversity.nic.i

ଆଧାରସମ୍ପାଦନ କରନ୍ତୁ