ପାଣିଆ ଏକ ଭାରତୀୟ ଭାଷା । ଏହା ଦ୍ରାବିଡ଼ ପରବାରର ଏକ ଭାଷା ଓ କେରଳର ପାଣିଆ ଜାତିର ଲୋକ ଏହାକୁ ବ୍ୟବହାର  କରିଥାନ୍ତି । ୧୯୮୧ ଜନଗଣନା ଅନୁସାରେ ଭାରତରେ ୬୩,୩୯୩ ଜଣ ଲୋକ ଏହି ଭାଷା କହୁଥିବା ବେଳେ କେରଳରେ ତାହାର ସଂଖ୍ୟା ୫୬,୯୫୨ ଥିଲା ଓ ତାମିଲନାଡୁରେ ୬,୩୯୩ ତଥା କର୍ଣ୍ଣାଟକରେ ୪୮୨ ଜଣ ଥିବାର ଜଣା ଯାଇଥିଲା । କେରାଲାର ୱାୟନାଡ଼, କୋଳିକୋଡ଼, କନନୁର, ମାଲାପୁରମ ଓ ତାମିଲନାଡୁର ନୀଳଗିରି ପାର୍ବତ୍ଯ ଅଞ୍ଚଳରେ ଏହି ଭାଷାଭାଷୀ ଲୋକ ବସବାସ କରୁଥିବାର ଜଣାଯାଏ ।

ପାଣିଆ
பணிய
Native toଭାରତ
ଅଞ୍ଚଳକେରଳ
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
ଭାଷା କୋଡ୍
ISO ୬୩୯-୩pcg

ଆଧାର  ସମ୍ପାଦନା

  1. ପାଣିଆ at Ethnologue (18th ed., 2015)

ଅଧିକ ପଠନ  ସମ୍ପାଦନା

  • List of Indian languages by number of native speakers


ବାହାର ଲିଙ୍କ  ସମ୍ପାଦନା