ପରିହାର ବା ପରହାର ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ବାସ କରୁଥିବା  ଏକ ରାଜପୁତ ସଂପ୍ରଦାୟ ।ଏମାନେ ପୌରାଣିକ  କାଳର ଅଗ୍ନିବଂଶ[୧][୨]ର ଦାୟାଦ ହୋଇଥିବାର ଦାବି କରନ୍ତି । 

ଅଗ୍ନିବଂଶ 

ପୁରାଣ କାଳରେ 4 ଗୋଟି ଅଗ୍ନିକୁଳର  ଥିବାର କଥିତ ଅଛି ।୪ପରିହାର ତାହା ମଧ୍ୟରୁ ଗୋଟିଏ । ଲୋକବାଦ ଅନୁସାରେ ଭଗବାନ ଶିବ ଅଗ୍ନିରୁ ଜଣେ ମଣିଷ ସୃଷ୍ଟି କରିଥିଲେ । ସେ କୃଷ୍ଣକାୟ ହେଇଥିବା ବେଳେ ଗୃହ ରକ୍ଷକ ଭାବରେ କାର୍ଯ୍ୟ କରୁଥିଲା । ତାକୁ " ପୃଥ୍ୱୀ-ହା- ଦ୍ୱାର " କୁହାଯାଉଥିଲା । ଏହି ନାମ ପରେ ଅପଭ୍ରଂଶ ହେଇ 'ପରିହାର " ହେଲା । ଭାରତକୁ ମୁସଲମାନ ମାନଙ୍କ ଆକ୍ରମଣ ସମୟରେ ଏହି ପରିହାର ରାଜପୁତମାନେ ଦେଶ ରକ୍ଷଣ  ଦାୟିତ୍ୱରେ ରହିଥିଲେ ।

ଆଧାର  ସମୂହ  ସମ୍ପାଦନା

  1. Unnithan-Kumar, Maya (1997). Identity, Gender, and Poverty: New Perspectives on Caste and Tribe in Rajasthan. Berghahn Books. pp. 135–136. ISBN 9781571819185.
  2. Gajrani, S.; Singh, Hari, eds. (2005). Early Aryans to Swaraj. New Delhi: Sarup & Sons. p. 324. ISBN 81-7625-537-8. {{cite book}}: Missing |editor1= (help)