ବ୍ୟବହାରକାରୀ:T3knikalteenager/ପରଖଜାଗା/ ଟ୍ୟୁଟୋରିଆଲ

ଟ୍ୟୁଟୋରିଆଲ ସମ୍ପାଦନା

ଏହି ପୃଷ୍ଠାଟି ପରଖଜାଗା ର ଏକ ଟ୍ୟୁଟୋରିଆଲ ଭିଡିଓ ତିଆରି ପାଇଁ ସମ୍ପାଦିତ ହୋଇଛି ତେଣୁ ଆଗାମୀ ଗୋଟେ ଦିନ ପାଇଁ ଏହି ପୃଷ୍ଠାଟିକୁ ଲିଭାନ୍ତୁ ନାହିଁ ସମ୍ପାଦନା

ଏହି ପରଖଯାଗା ଟି ହେଉଛି ଆମ ଓଡ଼ିଆ ଉଇକିପିଡ଼ିଆ ର ବ୍ୟବହାରକାରୀଙ୍କ ପାଇଁ ଗଠିତ ଟେମ୍ପୋରାରୀ ପୃଷ୍ଠା । ଏଠାରେ ଆମେ ନିଜର ପୃଷ୍ଠାକୁ ଗଢି ପାରିବା ଏବଂ ଲେଖା ସମ୍ପନ୍ନ ହେବା ପର୍ଯ୍ୟନ୍ତ ଆମେ ଏଠି ସେ ଲେଖାକୁ ସମୃଦ୍ଧ କରିବା । ଏବଂ ଆମର ଏହି ପ୍ରସଙ୍ଗ ର ଲେଖା ସମ୍ପନ୍ନ ହେଲେ ଆମେ ଏହାକୁ ଏକ ନୂତନ ପୃଷ୍ଠା କୁ ଘୁଞ୍ଚାଇଦେବା । ଧରି ନିଅନ୍ତୁ ଆମର ଏଠି ଲେଖା ସରିଗଲା । ତେବେ ଆମେ ଏଠି ଥିବା ସମସ୍ତ ଲେଖାକୁ ଆମର ନୂତନ ଗଠିତ ପୃଷ୍ଠା "ପରଖଯାଗା ଟ୍ୟୁଟୋରିଆଲ" କୁ ଘୁଞ୍ଚେଇବା । ଏହା ପାଇଁ ପ୍ରଥମେ ଆମେ ସବୁ ଲେଖା କୁ କପି କରିନେବା ।

ଏବେ ଆମେ ଏଠାରେ ପେଷ୍ଟ କରିଦେଇଛେ ଆମର ପରଖଜାଗା ରେ ଥିବା ବିଷୟ ବସ୍ତୁ କୁ।ତେଣୁ ଏବେ ଆମେ ଏହି ପୃଷ୍ଠାକୁ ସାଇତିଦେବା ଓ ଆମର ପରଖଜାଗା କୁ ଖାଲି କରିଦେବା ବା ଲିଭେଇ ଦେବା ।

ତେଣୁ ଆମେ ଜାଣିଲେ ଯେ ଜଣେ କିପରି ତାର ପରଖଜାଗା ର ବ୍ୟବହାର କରିପାରିବ ।