ପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)

୧୯୮୯ର ଓଡ଼ିଆ କଥାଚିତ୍ର

ପଞ୍ଚୁ ପାଣ୍ତବ ଶିଶିର ମୋହନ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ପ୍ରଶାନ୍ତ ନନ୍ଦ ପ୍ରଥମ ଥର ପାଇଁ ଏହି କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ପଞ୍ଚୁ ପାଣ୍ତବ
ନିର୍ଦ୍ଦେଶକଶିଶିର ମୋହନ ପତି
ପ୍ରଯୋଜକକାଞ୍ଚନବାଳା ନନ୍ଦ
କଳାକାରଉତ୍ତମ ମହାନ୍ତି, ପ୍ରଶାନ୍ତ ନନ୍ଦ,
ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ
ସଙ୍ଗୀତପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ
୧୯୮୯
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

‘ପଞ୍ଚୁ ପାଣ୍ତବ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୧]

ଆଧାର ସମ୍ପାଦନା

  1. ନନ୍ଦ, ପ୍ରଶାନ୍ତ. "ବୋହୂ ହବ ଏମିତି ଓ ପଞ୍ଚୁ ପାଣ୍ଡବର ସୁଟିଂ". ନିତିଦିନ 'ନଜର୍'. Retrieved 27 March 2017.[permanent dead link]
  2. Sahoo, Biswajit (2023-07-07). "ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ଶ୍ରୀକାନ୍ତ ଗୌତମଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-08-29.
  3. "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ" (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.{{cite news}}: CS1 maint: unrecognized language (link)
  4. "ପହିଲି ପୁଲକ : ନୃତ୍ୟ ଦେଲା ଅଭିନୟରେ ସ୍ବୀକୃତି, ଦୁର୍ଘଟଣା ଦେଲା ଜୀବନସାଥୀ". ସମ୍ବାଦ. sambad.in. 5 October 2022. Archived from the original on 12 October 2022. Retrieved 12 October 2022.

ଅଧିକ ତଥ୍ୟ ସମ୍ପାଦନା