ନୂଆ ନୂଆ ପ୍ରେମରେ

୨୦୧୫ର ଓଡ଼ିଆ କଥାଚିତ୍ର

ନୂଆ ନୂଆ ପ୍ରେମରେ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଦୀପକ ମିଶ୍ର । ଦୀପକ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଦେବୀଦତ୍ତ ମହାନ୍ତି ଏହାର ସଂଳାପ ରଚନା କରିଥିଲେ । ଏସ୍ କେ ମୁରଲୀଧରନ୍ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।

ନୂଆ ନୂଆ ପ୍ରେମରେ
ନିର୍ଦ୍ଦେଶକଏସ୍ କେ ମୁରଲୀଧରନ୍‌
ପ୍ରଯୋଜକଦୀପକ ମିଶ୍ର
ସଂଳାପଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟଏସ୍ କେ ମୁରଲୀଧରନ୍‌
କାହାଣୀଦୀପକ ମିଶ୍ର
କଳାକାରଅମ୍ଳାନ ଦାସ, ପତ୍ରାଳୀ ଚଟୋପାଧ୍ୟାୟ, ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ପ୍ରଜ୍ଞା ଖଟୁଆ, ବ୍ରଜ ସିଂ
ସଙ୍ଗୀତଅଭିଜିତ ମଜୁମଦାର
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୩ ଫେବୃଆରୀ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଏବଂ ପତ୍ରାଳୀ ଚଟ୍ଟୋପାଧ୍ୟାୟ । ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ପ୍ରଜ୍ଞା ଖଟୁଆ, ବ୍ରଜ ସିଂ, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥିରାଜ ନାୟକ, ସୁଭାଶିଷ ଶର୍ମା ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟରେ ସମ୍ପାଦନା

ଓଡ଼ିଆଚଳଚ୍ଚିତ୍ର 'ନୂଆ ନୂଆ ପ୍ରେମରେ'ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:

ଗୀତ ଓ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର

ଗୀତ ସମ୍ପାଦନା

କ୍ରମଗୀତସମୟ
1."ନୂଆ ନୂଆ ପ୍ରେମରେ" 
2."ଆଜା ଆଜା ଓ ମେରେ ରାଜା" 
3."ଅଣ୍ଟାରେ ମୋର ଭୋଡ଼କାର ନିଶା" 
4."ରାଧାର ରାଣ" 
5."ସତ ନା ତୁ ସ୍ୱପ୍ନଟେ" 

ଆଧାର ସମ୍ପାଦନା

  1. http://www.iamin.in/en/cuttack/news/ollywood-industry-unaffected-piracy-53840[permanent dead link]
  2. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-11-07. {{cite web}}: Cite has empty unknown parameter: |1= (help)
  3. "A yen for acting". OrissaPOST (in English). 25 April 2019. Archived from the original on 8 November 2021. Retrieved 8 November 2021.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା