ନାଲକୋନଗର ଜଗନ୍ନାଥ ମନ୍ଦିର

ନାଲକୋନଗର ଅନୁଗୋଳ ଜିଲ୍ଲାର ଏକ ସହର । ଏହା ଓଡ଼ିଶାର ଏକ ଅର୍ଥନୈତିକ ସମୃଦ୍ଧ ସହର । ୧୯୮୨ ମସିହା ଜାନୁଆରୀ ମାସ ଏହାର ଶୁଭ ଆରମ୍ଭ ହୋଇଥିଲା । ସ୍ମେଲଟର୍ ଆଉ ସିପିପି ପ୍ଲାଣ୍ଟକୁ ନେଇ ଗଢି ଉଠିଛି ଏହୀ ସହର ।


ଆଧାରସମ୍ପାଦନ କରନ୍ତୁ