ନାଗ ଜ୍ୟୋତି

୧୯୯୪ର ଓଡ଼ିଆ କଥାଚିତ୍ର

ନାଗ ଜ୍ୟୋତି, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ରାମ ନାରାୟଣନ୍ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ନାଗ ଜ୍ୟୋତି
ନିର୍ଦ୍ଦେଶକରାମ ନାରାୟଣନ୍
ପ୍ରଯୋଜକରାମ ନାରାୟଣନ୍
କଳାକାରଅନୁଶ୍ରୀ ଦାସ
ଯମୁନା
ଉତ୍ତମ ମହାନ୍ତି
ରାଇମୋହନ ପରିଡ଼ା
ଶତାବ୍ଦୀ ରାୟ
ସଙ୍ଗୀତପ୍ରଫୁଲ୍ଲ କର
ମୁକ୍ତିଲାଭ ତାରିଖ
୧୯୯୪
ଦେଶ ଭାରତ
ଭାଷାଓଡ଼ିଆ

ଅନୁଶ୍ରୀ ଦାସ, ଯମୁନା, ଉତ୍ତମ ମହାନ୍ତି, ରାଇମୋହନ ପରିଡ଼ା, ଶତାବ୍ଦୀ ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

ବାହାର ଆଧାରସମ୍ପାଦନ କରନ୍ତୁ