[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Tomb of Mohammad Momin and Haji Jamal, 01
Nakodar
city
ଦେଶ India
ରାଜ୍ୟPunjab
ଜିଲ୍ଲାJalandhar
Population
 (2001)
 • Total୩୧,୪୨୨
ଭାଷା
 • ସରକାରୀPunjabi
Time zoneUTC+5:30 (IST)
Websitejalandhar.nic.in/html/cities_towns_nakodar.htm

ନାକୋଦାର୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ଜଲନ୍ଧର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ନାକୋଦାର୍ ୩୧.୧୨୫୯ ଉତ୍ତର ଅକ୍ଷାଂଶ ଓ ୭୫.୪୭୫୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାକୋଦାର୍ ସହରର ମୋଟ ଜନସଂଖ୍ୟା ୩୧୪୨୨ ଅଟେ ।[୨] ସେଥି ମଧ୍ୟରୁ ୫୨.୭୮% ଜଣ ପରୁଷ ହୋଇଥିବା ବେଳେ ୪୭.୨୨% ଜଣ ନାରୀ ଅଟନ୍ତି । ନାକୋଦାର୍ର ସାକ୍ଷରତା ହାର ୭୩.୨୬% ଅଟେ । ଏହା ଜାତୀୟ ହାରଠାରୁ ୮.୪୨% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୫% ପ୍ରତିଶତ ପୁରୁଷ ଓ ୩୨.୭୧% ନାରୀ ଅଟନ୍ତି । ୧୦.୯୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ପଞ୍ଜାବୀ ନାକୋଦାର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା