ଦିୱାନା
ଦିୱାନା, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବିଜୟ କନ୍ଦୋଇ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୧] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଦିୱାନା | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ବିଜୟ କନ୍ଦୋଇ |
ସଂଳାପ | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ଅଶୋକ ପତି, ରଣଜିତ ପଟ୍ଟନାୟକ |
କାହାଣୀ | ବିଜୟ କନ୍ଦୋଇ |
କଳାକାର | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ପପୁ ପମ ପମ, ମିହିର ଦାସ, ସମରେଶ ରାଉତରାୟ, ମୀନକେତନ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୪ ଅକ୍ଟୋବର ୨୦୧୦ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ପପୁ ପମ ପମ, ମିହିର ଦାସ, ସମରେଶ ରାଉତରାୟ, ମୀନକେତନ, ଶକ୍ତି ବରାଳ, ଚୌଧୁରୀ ଜୟପ୍ରକାଶ ଦାସ, ସରୋଜ ଦାସ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ରୁନୁ ପରିଜା, ପପି ସନ୍ତୁକ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତରଚନା କରିଥିଲେ । କ୍ରିଷ୍ଣା, ଇରା ମହାନ୍ତି, ଉଦିତ ନାରାୟଣ, ବିନୋଦ ରାଠୋଡ, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ନେ ନେ ନେ ରଙ୍ଗ ଟିକେ ଦେଲି" | |
2. | "ଆକାଶେ ପବନ ପବନରେ ଚିଠି" | |
3. | "ଭୁଲି ପାରୁନାହିଁ" | |
4. | "ଆମ ଭିତରେ କଛି ଅଛି" | |
5. | "ଦେହ ଦରଜ ହେଲାଣୀ" | |
6. | "ଆ କହୁଚି ତତେ ଗୋଟେ କାହାଣୀ ଥିଲା" |
ଆଧାରସମ୍ପାଦନ କରନ୍ତୁ
- ↑ "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
- ↑ "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.
{{cite news}}
: CS1 maint: unrecognized language (link)
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଦିୱାନା