ଦାନ୍ତା ରାଜ୍ୟ[୧] ଏକ ରାଜକୀୟ ରାଜ୍ୟ ଯାହା ବ୍ରିଟିଶ ଶାସନକାଳରେ ମାହି କାନ୍ଥ ଏଜେନ୍ସି ଅଧୀନରେ ରହିଥିଲା । ବର୍ତ୍ତମାନ ଗୁଜରାତ ରାଜ୍ୟର ବନାଶକନ୍ଥା ଜିଲ୍ଲାରେ ଥିବା ଦାନ୍ତା ସହର ଏହି ରାଜ୍ୟର ରାଜଧାନୀ ଥିଲା । 

ଦାନ୍ତା ରାଜ୍ୟ
દાંતા રિયાસત
Princely State of British India
1061–1948

Flag of Danta

Flag

History
 •  Established 1061
 •  Independence of India 1948
Area
 •  1901 ୮୯୮.୭୩ km2 (୩୪୭ sq mi)
Population
 •  1901 ୧୮,୦୦୦ 
Density ୨୦ /km2  (୫୧.୯ /sq mi)
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
ଦାନ୍ତା ମହାରାଣାଙ୍କ ପତାକା 

ଇତିହାସ  ସମ୍ପାଦନା

 ଦାନ୍ତା ରାଜ୍ୟ 1068 ମସିହାରେ ସ୍ଥାପିତ ହେଇଥିଲା । ଏହି ରାଜ୍ୟ ହିନ୍ଦୁ ବରଦ ( ପରମାର ) ବଂଶଦ୍ୱାରା ଶାସିତ ହଉଥିଲା । ଦାନ୍ତା ପରିବାରର ମୁଖ୍ୟ ଶାସକ ସେହି ସମୟରେ ସମସ୍ତ ପାରମାର  ସଂପ୍ରଦାଯର ରାଜପୁତ ମାନଙ୍କ ମୁଖ୍ୟ ହିସାବରେ ରହୁଥିଲେ । 

 1200 ମସିହାରେ ଆରବ ମାନଙ୍କ ଆକ୍ରମଣ ପରେ ପରମାରମାନେ ଚନ୍ଦ୍ରାବତୀ ସହରକୁ ସେମାନଙ୍କ ରାଜଧାନୀ କରିଥିଲେ । ଆଲ୍ଲାଉଦିନ ଖିଲିଜଙ୍କ ସହ ଯୁଦ୍ଧ ପରେ ସେମାନେ ତରସଙ୍ଗ ଅଞ୍ଚଳକୁ ପଳାୟନ କରିଥିଲେ ।ଏଠାରୁ ସେମାନେ ଦାନ୍ତାକୁ 380 ବର୍ଷ ପୂର୍ବରୁ ଆସି ବସବାସ କଲେ । 1948 ମସିହା ନଭେମ୍ବର 6 ତାରିଖରେ ଦାନ୍ତାର ଶେଷ ଶାସକ ରାଜ୍ୟକୁ ଭାରତୀୟ ରାଜ୍ୟ ସଂଘକୁ ପ୍ରଦାନ କରିଥିଲେ । .[୨]

Maharanas ସମ୍ପାଦନା

 
ଦାନ୍ତା ରାଜ୍ୟର ରେଭେନ୍ୟୁ ଷ୍ଟାମ୍ପରେ ଭବାନୀ ସିଂହ ଜୀଙ୍କ ଚିତ୍ର 
  • 1687 - 1743 Prithvisimhji Gajsinhji
  • 1743 Vikramdeoji
  • 1743 - 17.. Karansinhji
  • 17.. - 17.. Ratansinhji Karansinhji
  • 17.. - 1795 Abhaisinhji
  • 1795 - 1800 Mansinhji II Abhaisinhji
  • 1800 - 1823 Jagatsinhji Abhaisinhji
  • 1823 - 1847 Narsinhji Abhaisinhji
  • 1847 - 1859 Jhalamsinhji Narsinhji
  • 1859 - 1860 Sardarsinhji Jhalamsinhji
  • 1860 - 1876 Harisinhji Narsinhji (b. 1817 - d. 1876)
  • 1 Dec 1876 - 1908 Jashwantsinhji Harisinhji (b. 1850 - d. 1908)
  • 16 Jun 1908 - 1925 Hamirsinhji Jashwantsinhji (b. 1869 - d. 1925)
  • 20 Nov 1925 - 15 Aug 1947 Bhavanisinhji Hamirsinhji (from 2 Jan 1939, Sir Bhavanisinhji Hamirsinhji) (b. 1899 - d. 1961)

ପୁନଶ୍ଚ ଦେଖଣା  ସମ୍ପାଦନା

  • List of Rajput dynasties and states

ଆଧାର  ସମ୍ପାଦନା