ଦ‌ହିରେ ତିଆରି ସରବତକୁ ଦହି ସରବତ କୁହାଯାଏ ।[୧]

ଉପାଦାନ:ସମ୍ପାଦନ କରନ୍ତୁ

ଦୁଇ ଗ୍ଲାସ୍ ଦହି ସରବତ ପ୍ରସ୍ତୁତି ନିମନ୍ତେ-

  • ଘୋଳ ଦହି- ୧ ଗ୍ଲାସ୍
  • ପାଣି-୧ ଗ୍ଲାସ୍
  • ଚିନି- ୫୦ ଗ୍ରାମ୍
  • ୩-୪ଟି ବରଫ ଟୁକୁଡା
  • ବୁନ୍ଦି ଓ ସେଉ ପକାଇଲେ ଚଳିବ

ପ୍ରସ୍ତୁତି ପ୍ରଣାଳୀ:ସମ୍ପାଦନ କରନ୍ତୁ

ଏକ କଂସାରେ ଦହି ନେଇ ସେଥିରେ ଚିନି ମିଶାଇ ଭଲ ଭାବେ ଫେଣ୍ଟାଗଲା ପରେ ପାଣି ୧ଗ୍ଲାସ୍ ଅଜାଡି,ସେଥିରେ ବରଫ ଟୁକୁଡା ପକାଇ ପିଇବାକୁ ଦିଅନ୍ତି |

ଅଜୟ କୁମାର ବେହେରା ପିତା:ଶରତ ଚନ୍ଦ୍ର ବେହେରା Ajay wap.in Thank you