ଦକ୍ଷିଣ ଋଫ ଦ୍ୱିପ

(ଦକ୍ଷିଣ ଋଫ ଦ୍ଵିପରୁ ଲେଉଟି ଆସିଛି)

ଦକ୍ଷିଣ ଋଫ ଦ୍ୱିପ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଦ୍ୱୀପସମୂହର ଆଣ୍ଡାମନ ଦ୍ୱୀପପୁଞ୍ଜର ଏକ ଦ୍ୱିପ । ଏହା ଉତ୍ତର ଓ ମଧ୍ୟ ଆଣ୍ଡାମାନ [୪]ପ୍ରଶାସନ ଜିଲ୍ଲାରେ ରହିଛି । ଏହା ମୁଖ୍ୟ ଦପ୍ତର ପୋର୍ଟ ବ୍ଲେୟାରଠାରୁ 117 କିଲୋମିଟର ଦୂରରେ ରହିଛି ।

ଦକ୍ଷିଣ ଋଫ ଦ୍ୱିପ location=Bay of Bengal
Geography
Coordinates12°46′16″N 92°39′18″E / 12.771°N 92.655°E / 12.771; 92.655
ArchipelagoAndaman Islands
Administration
Demographics
DemonymHindi
Population0
Additional information
Official websitewww.and.nic.in
Andaman Is location blank

 

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ଏକ ସାମନ୍ତରିକ କ୍ଷେତ୍ର ଆକାରର ଥିବା ଏହି ଦ୍ୱିପ ନିଚା ରହିଥାଏ ଓ ଏହା ଅସଟେନ ପ୍ରଣାଳୀର ପଶ୍ଚିମ ଦିଗରେ ରହିଛି ।  

ପ୍ରଶାସନ  ସମ୍ପାଦନା

ଏହା ମାୟାବନ୍ଦର ତାଲୁକ ଅଧୀନରେ ପ୍ରଶାସିତ ହେଇଥାଏ । .[୫]

ଆଧାର  ସମ୍ପାଦନା

  1. "Islandwise Area and Population - 2011 Census" (PDF). Government of Andaman.
  2. "Sailing Directions (enroute) | India and the Bay of Bengal" (PDF) (173). National Geospatial-intelligence Agency, United States Government. 2014. Archived from the original (PDF) on 2015-04-02. Retrieved 2016-09-23. {{cite journal}}: Cite journal requires |journal= (help)
  3. Registration Plate Numbers added to ISO Code
  4. "Village Code Directory: Andaman & Nicobar Islands" (PDF). Census of India. Retrieved 2011-01-16.
  5. "DEMOGRAPHIC – A&N ISLANDS" (PDF). andssw1.and.nic.in. Retrieved 2016-09-23.