ତ୍ରିନାଥ ସାମନ୍ତରାୟ
ଓଡ଼ିଆ ରାଜନୀତିଜ୍ଞ
ତ୍ରିନାଥ ସାମନ୍ତରାୟ (୨୩ ନଭେମ୍ବର ୧୯୨୧ - ୨୬ ଜୁଲାଇ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ତ୍ରିନାଥ ସାମନ୍ତରାୟ | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ନାରାୟଣ ସାହୁ |
ପର ଅଧିକାରୀ | ଭି.ସୁଜ୍ଞାନୀ କୁମାରୀ ଦେଓ |
ନିର୍ବାଚନ ମଣ୍ଡଳୀ | ଖଲ୍ଲିକୋଟ |
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ଭି.ସୁଜ୍ଞାନୀ କୁମାରୀ ଦେଓ |
ପର ଅଧିକାରୀ | ଭି.ସୁଜ୍ଞାନୀ କୁମାରୀ ଦେଓ |
ନିର୍ବାଚନ ମଣ୍ଡଳୀ | ଖଲ୍ଲିକୋଟ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୩ ନଭେମ୍ବର ୧୯୨୧ |
ମୃତ୍ୟୁ | ୨୬ ଜୁଲାଇ ୨୦୦୦ | (ବୟସ ୭୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ (ଇ) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ |
ଜୀବନ ସାଥୀ | ହେମା ସାମନ୍ତରାୟ |
ବାପା/ବୋଉ | ଶିବରାମ ସାହୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାତ୍ରିନାଥ ୧୯୨୧ ମସିହାର ନଭେମ୍ବର ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶିବରାମ ସାହୁ ଓ ପତ୍ନୀଙ୍କ ନାମ ହେମା ସାମନ୍ତରାୟ ।[୧]
ରାଜନୈତିକ ଜୀବନ
ସମ୍ପାଦନାତ୍ରିନାଥ ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ଭାରତୀୟ ଜାତୀୟ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାତ୍ରିନାଥ ୨୦୦୦ ମସିହାର ଜୁଲାଇ ୨୬ ତାରିଖରେ ୭୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Trinath Samantray". odishaassembly.nic.in. Odisha Assembly. Retrieved 22 January 2021.