ତୋ ବିନୁ ଅନ୍ୟ ଗତି ନାହିଁ

୧୯୯୧ର ଓଡ଼ିଆ କଥାଚିତ୍ର
(ତୋ ବିନୁ ଅନ୍ୟଗତି ନାହିଁରୁ ଲେଉଟି ଆସିଛି)

ତୋ ବିନୁ ଅନ୍ୟ ଗତି ନାହିଁ, ୧୯୯୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବାସ ରଥ । ବିଜୟ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ର ସଂଳାପ ରଚନା କରିଥିଲେ ।[୧] ମହମ୍ମଦ ମହସୀନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ତୋ ବିନୁ ଅନ୍ୟ ଗତି ନାହିଁ
ନିର୍ଦ୍ଦେଶକମହମ୍ମଦ ମହସୀନ
ପ୍ରଯୋଜକସୁବାସ ରଥ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟମହମ୍ମଦ ମହସୀନ
କାହାଣୀବିଜୟ ମହାନ୍ତି
କଳାକାରଉତ୍ତମ ମହାନ୍ତି
ଶ୍ରୀରାମ ପଣ୍ଡା
ବିଜୟ ମହାନ୍ତି
ମହାଶ୍ୱେତା ରାୟ
ଦୁଃଖିରାମ ସ୍ୱାଇଁ
ଗୀତା ରାଓ
ସୁଜାତା ଆନନ୍ଦ
ଦେବୁ ବୋଷ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଦିଲୀପ ରାୟ
ସମ୍ପାଦକଅଭିଶେକ
ମୁକ୍ତିଲାଭ ତାରିଖ
୫ ସେପ୍ଟେମ୍ବର ୧୯୯୧
କଥାଚିତ୍ରର ସମୟ
୧୭୩ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ବିଜୟ ମହାନ୍ତି, ମହାଶ୍ୱେତା ରାୟ, ଦୁଃଖିରାମ ସ୍ୱାଇଁ, ଗୀତା ରାଓ, ସୁଜାତା ଆନନ୍ଦ, ଦେବୁ ବୋଷ, ବ୍ରଜ ସିଂହ, ଦେବୁ ବ୍ରହ୍ମା, ଗୀତା ଦତ୍ତ, ଅରବିନ୍ଦ ଷଡ଼ଙ୍ଗୀ, ତୁଷାର ପାଣିଗ୍ରାହୀ, କୁନି ମିଶ୍ର, ରଜତ ପାଇକରାୟ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୨] ଦେବଦାସ ଛୋଟରାୟ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଲୋପିତା ମିଶ୍ର, ଗୀତା ପଟ୍ଟନାୟକ, ସୁବାଶିଷ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଦୁନିଆ ଦୁନିଆ"୦୭:୨୧
2."ଯେବେ ବି ଦେଖିଲେ ନୂଆ"୦୯:୦୦
3."ଲଭ୍‌ଲି ଲଭ୍‌ଲି"୧୦:୦୨
4."ତୋ ବିନୁ ଅନ୍ୟ ଗତି ନାହିଁ"୦୩:୨୫

ଆଧାର ସମ୍ପାଦନା

  1. "ପରଲୋକରେ ନାଟ୍ୟକାର ସୁବୋଧ ପଟ୍ଟନାୟକ". Odisha Live. 16 September 2017. Retrieved 11 July 2018.
  2. ୨.୦ ୨.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  3. "ତୋ ବିନୁ ଅନ୍ୟ ଗତି ନାହିଁ". CINE Critics. Retrieved 11 July 2018.[permanent dead link]
  4. "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍‌ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 3 February 2018. Retrieved 24 August 2018.

ବାହାର ଆଧାର ସମ୍ପାଦନା