ତାଲିପାରାମ୍ବା
ତାଲିପାରାମ୍ବା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା କେରଳର କନ୍ନୁର୍ ଜିଲ୍ଲାରେ ଅବସ୍ଥିତ ।
Taliparamba (തളിപ്പറമ്പ) | |
---|---|
Town/Municipality/Taluk | |
![]() | |
Country | ![]() |
State | Kerala |
District | Kannur |
କ୍ଷେତ୍ରଫଳ | |
• ମୋଟ | 1,330.56 km2 (513.73 sq mi) |
Elevation | 56 m (184 ft) |
ଜନସଂଖ୍ୟା (2011)[୧] | |
• ମୋଟ | ୭୨,୪୬୫ |
• ଘନତା | 54/km2 (140/sq mi) |
Languages | |
• Official | Malayalam, English |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 670141 |
Telephone code | 0460 |
ଗାଡ଼ି ପଞ୍ଜିକରଣ | KL 59 |
ୱେବସାଇଟ | www |
ଭୌଗଳିକ ଅବସ୍ଥିତିସମ୍ପାଦନ କରନ୍ତୁ
ତାଲିପାରାମ୍ବା ୧୨.୦୩୪୫ ଉତ୍ତର ଅକ୍ଷାଂଶ ଓ ୭୫.୩୬୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୧ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତାସମ୍ପାଦନ କରନ୍ତୁ
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାଲିପାରାମ୍ବା ସହରର ମୋଟ ଜନସଂଖ୍ୟା ୬୭୪୪୧ ଅଟେ ।[୩] ସେଥି ମଧ୍ୟରୁ ୪୮.୨୧% ଜଣ ପରୁଷ ହୋଇଥିବା ବେଳେ ୫୧.୭୯% ଜଣ ନାରୀ ଅଟନ୍ତି । ତାଲିପାରାମ୍ବାର ସାକ୍ଷରତା ହାର ୮୧.୬୮% ଅଟେ । ଏହା ଜାତୀୟ ହାରଠାରୁ -୧୬.୮୪% ପ୍ରତିଶତ କମ ଅଟେ । ସେଥିରୁ ୪୧.୧୦% ପ୍ରତିଶତ ପୁରୁଷ ଓ ୪୦.୫୮% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷାସମ୍ପାଦନ କରନ୍ତୁ
ମାଲୟଲାମ ତାଲିପାରାମ୍ବାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ http://www.censusindia.gov.in/pca/SearchDetails.aspx?Id=673734
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.