ଡଗରା, ବାଲେଶ୍ୱର
ଡଗରା ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ଏକ ଗାଆଁ ।[୧] [୨]
ଡଗରା | |
---|---|
ଗାଆଁ | |
Country | ![]() |
State | ଓଡ଼ିଶା |
District | ବାଲେଶ୍ୱର |
Elevation | 23 m (75 ft) |
Languages | |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | ୭୫୬୦୮୩ |
ଡଗରା ଓ ଚଉମୁଖ ବାଲିଆପାଳ ବ୍ଲକର ଦୁଇଟି ଉପକୂଳବର୍ତ୍ତୀ ଗାଆଁ ଯାହା ନିକଟରେ ଏକ ବେଳାଭୂମି ଅଛି । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ତାଳସାରିର ବେଳାଭୂମି ପରି ଏଠାରେ ମଧ୍ୟ ନାଲି କଙ୍କଡ଼ା, ରୂପା ଚକ ଚକ ବାଲି ଓ ଝାଉଁ ବଣ ଦେଖିବାକୁ ମିଳିଥାଏ । ସ୍ଥାନୀୟ ମାଛଧରାଳିମାନେ ଏଠାରେ ଛୋଟ ଛୋଟ "ପଟିଆ ଡଙ୍ଗା"ରେ ମାଛ ଧରିଥାନ୍ତି ।
ଭୂଗୋଳସମ୍ପାଦନ କରନ୍ତୁ
ଡଗରାର ଅବସ୍ଥାନଠାରେ ।
ଗମନାଗମନସମ୍ପାଦନ କରନ୍ତୁ
ଡଗରା ବାଲେଶ୍ୱର ଠାରୁ ୬୪ କି.ମି. ଦୂର । ନିକଟତମ ବସ ରହିବା ଜାଗା ହେଲା ଜଗାଇ (୧୧ କି.ମି.) । ନିକଟତମ ରେଳ ଷ୍ଟେସନ ହେଲା ଜଳେଶ୍ୱର (୫୮ କି.ମି.) । ଏହା ପାଖରେ ଥିବା ଆଉ ଏକ ଷ୍ଟେସନ ହେଲା ବସ୍ତା (୬୫ କି.ମି.) । ନିକଟତମ ବିମାନ ବନ୍ଦର ହେଲା ଭୁବନେଶ୍ୱର ।
ରହିବା ସୁବିଧାସମ୍ପାଦନ କରନ୍ତୁ
- ପାନ୍ଥନିବାସ, ଡଗରା, ଟେଲିଫୋନ: ୫୩୩୩୧
- ଓଟିଡ଼ିସି ପାନ୍ଥଶାଳା:
ତାଳସାରି, ପୋ: ଚନ୍ଦନେଶ୍ୱର,
ବାଲେଶ୍ୱର ଜିଲା: ୭୫୬୦୮୫, ଟେଲିଫୋନ: (୦୬୭୮୧) ୨୩୨୫୨୮
[୩]