ଝୁଲଣ ଗୋସ୍ୱାମୀ

ଭାରତୀୟ ମହିଳା କ୍ରିକେଟ ଖେଳାଳୀ
(ଝୁଲଣ ଗୋସ୍ବାମୀରୁ ଲେଉଟି ଆସିଛି)

ଝୁଲଣ ଗୋସ୍ୱାମୀ (ବଙ୍ଗଳା: ঝুলন গোস্বামী) (ଜନ୍ମ ୨୫ ନଭେମ୍ବର ୧୯୮୨ ) ଜଣେ ଭାରତୀୟ ଜାତୀୟ ମହିଳା କ୍ରିକେଟ ଖେଳାଳି । ତାଙ୍କର ଜନ୍ମ ପଶ୍ଚିମ ବଙ୍ଗର ନଦିଆ ଜିଲ୍ଲାରେ ହେଇଥିଲା । ସେ ବଙ୍ଗଳା ମହିଳା କ୍ରିକେଟ ଦଳ , ପୂର୍ବ ଜୋନ ମହିଳା କ୍ରିକେଟ ଦଳ , ଭାରତୀୟ ଜାତୀୟ ମହିଳା କ୍ରିକେଟ ଦଳ ସମେତ ଏସୀୟ ମହିଳା ଦଳରେ ଖେଳନ୍ତି । ସେ ଜଣେ ଅଲ ରାଉଣ୍ଡର ଓ ସେ ୨୦୦୯ ମସିହାରେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ । 

ବ୍ୟକ୍ତିଗତ ତଥ୍ୟ
ନାମJhulan Goswami
ଡାକ ନାମBabul
ଉଚ୍ଚତା5 ft 11 in (1.80 m)
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm medium fast
ଭୂମିକାAll-rounder
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 51)14 January 2002 v England
ଶେଷ ଟେଷ୍ଟ16 November 2015 v South Africa
ପ୍ରଥମ ଦିନିକିଆ (cap 61)6 January 2002 v England
ଶେଷ ଦିନିକିଆ8 July 2015 v New Zealand
ଦିନିକିଆ ଜାମା ନମ୍ବର25
Career statistics
ପ୍ରତିଯୋଗିତା WTest WODI WT20I
ମ୍ୟାଚ 10 148 53
ମୋଟ ରନ 283 901 329
ବ୍ୟାଟିଂ ହାର 25.72 13.65 11.86
ଶତକ/ଅର୍ଦ୍ଧଶତକ 0/2 0/1 0/0
ସର୍ବାଧିକ ରନ 69 57 37*
ବଲ ସଂଖ୍ୟା 1,972 7,189 1,037
ଉଇକେଟ 40 175 45
ବୋଲିଂ ହାର 16.62 21.78 20.17
ଇନିଙ୍ଗସରେ ୫ଟି ଉଇକେଟ 3 2 1
ମ୍ୟାଚରେ ୧୦ଟି ଉଇକେଟ 1 0 0
ସବୁଠୁ ଭଲ ବୋଲିଂ 5/25 6/31 5/11
କ୍ୟାଚ/ଷ୍ଟମ୍ପିଙ୍ଗ 5/– 51/– 18/–
Source: Cricinfo

ସେ ଜଣେ ଆକର୍ଷଣୀୟ ବେଟିଂ କରିବା ସହ ମାଧ୍ୟମ ଗତିରେ ପ୍ରଭାବୀ ବୋଲିଂଟ କରନ୍ତି । ତାଙ୍କର ବିଶେଷ ଅବଦାନ ପାଇଁ ଭାରତ ୨୦୦୬-୦୭ ମସିହାରେ ଇଂଲଣ୍ଡଠାରେ ପ୍ରଥମ ଥର ପାଇଁ ସିରିଜ ବିଜୟ ହାସଲ କରିଥିଲା ।  

ଝୁଲଣ 2007 ମସିହା ପାଇଁ ICCର "ପ୍ଲେୟାର ଅଫ ଥି ଇୟର " ପୁରସ୍କାର ସହ ଏମ . ଏ . ଚିଦମ୍ବରମ ଟ୍ରଫି ମଧ୍ୟ ୨୦୧୧  ମସିହାରେ ପାଇଥିଲେ । .[୧] ବର୍ତ୍ତମାନ ସେ ଆଇସିସିର ବୋଲିଂ ରେଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି । 

ସେ ବର୍ତ୍ତମାନ ଖେଳୁଥିବା ମହିଳା ଦ୍ରୁତ ବୋଲରମାନଙ୍କ ମଧ୍ୟରେ ସର୍ବାଧିକ ଦ୍ରୁତ ବୋଲର ବୋଲି କୁହାଯାଏ । ଏହି ସ୍ଥାନରେ ପ୍ରଥମେ ରହିଥିବା କାଥେରୀଣ ଫିତ୍ପତ୍ରୀକ ବର୍ତ୍ତମାନ ଅବସର ନେଇ ସାରିଲେଣି ।[୨] 

ପୁରସ୍କାର ଓ ସମ୍ମାନ  ସମ୍ପାଦନା

ଆଧାର  ସମ୍ପାଦନା

  1. "Making Giant Strides". The Hindu. 14 December 2011. Retrieved 2013-01-31.{{cite web}}: CS1 maint: url-status (link)
  2. "How Jhulan became the world's fastest bowler". 30 September 2006. Retrieved 2013-01-31.{{cite web}}: CS1 maint: url-status (link)
  3. "Padma Awards". pib. 25 January 2012. Retrieved 2013-01-31.{{cite web}}: CS1 maint: url-status (link)

ବାହ୍ୟ ଆଧାର  ସମ୍ପାଦନା