ଜୟନ୍ତ କୁମାର ବିଶ୍ୱାଳ

ଜୟନ୍ତ କୁମାର ବିଶ୍ୱାଳ (ଜନ୍ମ: ୭ ମଇ ୧୯୫୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ପ୍ରାବନ୍ଧିକ, ଗବେଷକ ତଥା ସମାଲୋଚକ । ସେ ୨୦୦୦ ମସିହାରେ ଦିଗବଳୟ ଏ ପାଖରେ ପାଇଁ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[][]

ଜୟନ୍ତ କୁମାର ବିଶ୍ୱାଳ
ଜନ୍ମ ଓ ଜନ୍ମସ୍ଥାନ (1952-05-07) ୭ ମଇ ୧୯୫୨ (ବୟସ ୭୨)
ବୃତ୍ତିଅଧ୍ୟାପକ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ଶୈଳୀକଥାକାର ଏବଂ ପ୍ରାବନ୍ଧିକ
ସାହିତ୍ୟ କୃତିଦିଗବଳୟ ଏ ପାଖରେ
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୦)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଜୟନ୍ତ କୁମାର ବିଶ୍ୱାଳ ନବରଙ୍ଗପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ପ୍ରାବନ୍ଧିକ, ସ୍ତମ୍ବକାର, ଲଳିତ ନିବନ୍ଧକାର, ଗବେଷକ ଓ ସମାଲୋଚକ । ଜଣେ ଇଂରାଜୀ ଅଧ୍ୟାପକ ଭାବେ ନିଜ ଦାୟିତ୍ୱ ତୁଲାଇ ସେ ଅବସର ନେଇଥିଲେ ।[][][]

ରଚନାବଳୀ

ସମ୍ପାଦନା
  • ରାତି ଯେବେ ପାହେ
  • ପୂର୍ଣ୍ଣିମାର ପ୍ରେତ ଓ ଅନ୍ୟାନ୍ୟ ଗଳ୍ପ
  • ଶେଷ ଜହ୍ନର କଥା
  • ଭିନ୍ନ ସ୍ପର୍ଶ

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  1. http://odishasahityaakademi.org/English/sahitya-award8.php
  2. https://orissamatters.wordpress.com/tag/jayant-kumar-biswal/
  3. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୧୬, ୭୦୬, ୭୭୪. ISBN 81-7400-331-2.
  4. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୪୮୫. ISBN 81-903352-1-9.
  5. https://orissamatters.com/2010/10/07/singhabalokana/