ଜେମ୍ସ କାମେରନ୍
ଜେମ୍ସ୍ ଫ୍ରାନ୍ସିସ୍ କାମେରନ୍ (ଜନ୍ମ୍ ଅଗଷ୍ଟ ୧୬, ୧୯୫୪) ଜଣେ କାନାଡୀୟ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ସନ୍ଯୋଜକ, ଚିତ୍ରନାଟ୍ୟକାର, ଉଦ୍ଭାବକ, ଇଞ୍ଜିନିୟର୍, ଲୋକହିତକାରୀ ଓ ଗଭୀର-ସମୁଦ୍ର ଉନ୍ମୋଚକ. ସ୍ପେଶାଲ୍ ଇଫେକ୍ଟ୍ରେ କାମ କରିଲା ପରେ ସେ ବଡ ସଫଳତା କାଳ୍ପନିକ ବିଜ୍ଞାନ ଏକ୍ସନ୍ ଚଳଚ୍ଚିତ୍ର "ଦ୍ ଟର୍ମିନେଟର୍"(୧୯୮୪)ର ନିର୍ଦ୍ଦେଶନା ଓ କାହାଣୀ ଲେଖାରେ ପାଇଥିଲେ। ସେ ତାହା ପରେ ଜଣେ ସଫଳ ହଲିଉଡ୍ ନିର୍ଦ୍ଦେଶକ ହୋଇଗଲେ ଏବଂ ଏଲିଅନ୍ସ୍ ଚଳଚ୍ଚିତ୍ରର କାହାଣୀ ଲେଖିବା ଓ ନିର୍ଦ୍ଦେଶନା ନିମନ୍ତେ ତାଙ୍କୁ ନିଯୁକ୍ତ କରାଗଲା; ତିନି ବର୍ଷ ପରେ ସେ ନିର୍ମାଣ କରିଥିଲେ ଦ୍ ଆବିୟ୍ସ୍। ସେ ଆହୁରି ସଫଳତା ପାଇଲେ ଚଳଚ୍ଚିତ୍ର ଟର୍ମିନେଟର୍ ୨: ଜଜମେଣ୍ଟ୍ ଡେରେ ସ୍ପେଶାଲ୍ ଏଫ୍ଫେକ୍ଟ୍ରର ବ୍ୟବହାର କରି।
ଜେମ୍ସ କାମେରନ୍ | |
---|---|
![]() କାମେରନ୍ ଜୁଲାଇ ୨୦୧୬ ରେ | |
ଜନ୍ମ ଓ ଜନ୍ମସ୍ଥାନ | ଜେମ୍ସ ଫ୍ରାନ୍ସିସ୍ କାମେରନ୍ ଅଗଷ୍ଟ ୧୬, ୧୯୫୪ |
Malibu, California, U.S. Wairarapa, New Zealand | |
ଶିକ୍ଷାନୁଷ୍ଠାନ | Fullerton College California State University, Fullerton |
ଜୀବିକା | ଚଳଚ୍ଚିତ୍ର ନିର୍ମାତା, ପରିବେଷବିତ୍ତ୍, ଉନ୍ମୋଚକ, ଲୋକହିତକାରି |
କାର୍ଯ୍ୟକାଳ | ୧୯୫୭–ବର୍ତ୍ତମାନ |
ମୋଟ ସମ୍ପତ୍ତି | ![]() |
ଜୀବନସାଥି | Sharon Williams (ବିବାହ 1978–1984) Location: Gale Anne Hurd (ବିବାହ 2000–ବର୍ତ୍ତମାନ) Location: |
ସନ୍ତାନ | ୪ |
ପୁରସ୍କାର | See below |
ଟ୍ରୁ ଲାଇସ୍ (୧୯୯୪) ଚଳଚ୍ଚିତ୍ର ପରେ ସେ ବନେଇଥିଲେ ସେହି ସମୟର ସବୁଠାରୁ ବଡ ସିନେମା ଟାଇଟେନିକ୍ (୧୯୯୭) ଯାହା ପାଇଁ ସେ ଏକାଡେମୀ ପୁରସ୍କାର ଶ୍ରେଷ୍ଠ ସିନେମା, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଫିଲ୍ମ୍ ଏଡିଟିଙ୍ଗ୍ କ୍ଷେତ୍ରରେ ଜିତି ଥିଲେ।
Referencesସମ୍ପାଦନ କରନ୍ତୁ
ଆଧାର ଭୁଲ: <references>
ରେ ଦିଆଯାଇଥିବା <ref>
ଚିହ୍ନରେ "" ଗୋଠ ପାଇଁ ଚିହ୍ନ ଅଛି ଯାହାକି ଦରକାରୀ ଲେଖାରେ ଆସୁନାହିଁ ।
<references>
ରେ ଦିଆଯାଇଥିବା <ref>
ଚିହ୍ନରେ "" ଗୋଠ ପାଇଁ ଚିହ୍ନ ଅଛି ଯାହାକି ଦରକାରୀ ଲେଖାରେ ଆସୁନାହିଁ ।