ଜଳ ପ୍ରଦୂଷଣ

ଜଳକୁ ଦୂଷିତ କରିବା ପ୍ରକ୍ରିୟା

ଜଳକୁ ଦୂଷିତ କରିବା ପ୍ରକ୍ରିୟା ହେଉଛି ଜଳ ପ୍ରଦୂଷଣ । ହ୍ରଦ, ନଦୀ, ନଳ, ସାଗର, ଏବଂ ଭୂତଳ ଜଳ ଇତ୍ୟାଦି ଦୂଷିତ ହୋଇପାରେ । ପରିବେଶରୁ ବାହାରୁଥିବା ଆବର୍ଜ୍ଜନା/ ଅପରିଷ୍କାର ପଦାର୍ଥ ପ୍ରତ୍ୟକ୍ଷ କିଂବା ପରୋକ୍ଷ ଭାବେ ପରିଷ୍କାର ନକରି ସିଧା ସଳଖ ଜଳାଶୟକୁ ନିଷ୍କାସନ କରିବାଦ୍ୱାରା ଜଳ ପ୍ରଦୂଷଣ ହୁଏ ।

Nrborderborderentrythreecolorsmay05-1-.JPG

ଜଳ ପ୍ରଦୂଷଣଦ୍ୱାରା ପ୍ରାଣୀ ଓ ଉଦ୍ଭିଦ ଜଗତ ଉଭୟ ପ୍ରଭାବିତ ହୁଅନ୍ତି । ଅଧିକାଂଶ ପ୍ରଦୂଷଣର ପ୍ରଭାବ କେବଳ ଗୋଟିଏ ସ୍ଥାନରେ ପ୍ରଭାବ ପଡ଼େନି, ପରିବେଶର ପ୍ରାକୃତିକ ଜୀବମାନଙ୍କ ଉପରେ ବି ପ୍ରଭାବ ପକାଏ ।

ଉପକ୍ରମସମ୍ପାଦନ କରନ୍ତୁ

ଜଳ ପ୍ରଦୂଷଣ ହଉଚି ବିଶ୍ୱର ମୁଖ୍ୟ ସମସ୍ୟା । ଜଳ ପ୍ରଦୂଷଣ ଜନିତ ରୋଗ ପାଇଁ ଭାରତରେ ଗୋଟିଏ ବର୍ଷରେ ଆନୁମାନିକ ୫୮୦ ଜଣ ଲୋକ ମୃତ୍ୟୁ ମୁଖରେ ପଡ଼ନ୍ତି ।[୧][୨] [୨][୩] ଚୀନ ସହରରେ ୯୦% ପାଣି ପ୍ରଦୂଷିତ ।[୪] ୨୦୦୭ ମସିହାରେ ଅର୍ଦ୍ଧଶତ କୋଟି ଲୋକଙ୍କ ପାଖରେ ପିଇବା ପାଇଁ ବିଶୁଦ୍ଧ ଜଳ ପ‌ହଞ୍ଚି ନ ଥିଲା ।[୫] ବିକଶିତ ରାଷ୍ଟ୍ର ମାନଙ୍କରେ ଜଳ ପ୍ରଦୁଷଣ ସମସ୍ୟା ସହ ସଙ୍ଘର୍ଷ ଜାରି ଅଛି ଯାହା ଧୀରେ ଧୀରେ ବିଶ୍ୱରେ ବଢୁଛି ହେଉଛି । ନିକଟରେ ଆମେରିକାରେ ପରୀକ୍ଷଣଦ୍ୱାରା ଜଣା ଯାଇଛି ଯେ ୪୫% ଝରଣା ଜଳ, ୪୭% ହ୍ରଦ, ୩୨% ସମୁଦ୍ର ଓ ନଦୀ ଜଳ ଦୂଷିତ ।[୬] ରାଷ୍ଟ୍ରୀୟ ବିକାଶ ସଂସ୍ଥାଦ୍ୱାରା ପରୀକ୍ଷଣରେ ଜଣାଯାଇଛି ଯେ ୨୦୦୭ ମସିହାରେ ୭ଟି ମୁଖ୍ୟ ନଦୀ ଦୈର୍ଘ୍ୟର ୧/୪ ଅଂଶର ପାଣି ଚର୍ମ ପାଇଁ ହାନିକାରକ । ଜଳ ସାଧାରଣ ପିଇବା ପାଇଁ ବ୍ୟବହାର କରାଯାଏ ।[୭] ପାଣିକୁ ଆମେ ସେତେବେଳେ ଦୂଷିତ କହିବା ଯେତେବେଳେ ଏହା ମାନବ ବ୍ୟବ‌ହାର ନିମନ୍ତେ ଅନୁପ‌ଯୋଗୀ ହୁଏ, ଯେପରିକି ଏହା ପିଇବା ଉପଯୋଗୀ ହୋଇ ନ ଥାଏ ଓ ଜଳଚର ପ୍ରାଣୀ ରହିବା ନିମନ୍ତେ ଉପ‌ଯୁକ୍ତ ହୁଏନି ।

ପ୍ରକାର ଭେଦସମ୍ପାଦନ କରନ୍ତୁ

ଭୂତଳ ଜଳ ଓ ଭୂପୃଷ୍ଠ ଜଳ ପରସ୍ପର ଅଲଗା ଅଲଗା ଉତ୍ସ ବୋଲି ଆମେ ପଢ଼ିଥାଉ ।[୮] ଭୂପୃଷ୍ଠରେ ଥିବା ଜଳ ମୃତ୍ତିକା ଶୋଷିନେଇ ଭୂତଳରେ ରଖିଲେ ତାକୁ ଭୂତଳ ଜଳ କୁହାଯାଏ ଏବଂ ଭୂତଳ ଜଳ ଜଳର ମୁଖ୍ୟ ଉତ୍ସରେ ପରିବତ୍ତିତ ହୁଏ । ଭୂପୃଷ୍ଠ ଜଳର ଉତ୍ସର ପ୍ରଦୂଷିତ ଜଳକୁ ସାଧାରଣ ୨ ଭାଗରେ ବିଭକ୍ତ କରାଯାଇଛି।

ମୁଖ୍ୟ ଉତ୍ସସମ୍ପାଦନ କରନ୍ତୁ

 
ମୁଖ୍ୟ ଉତ୍ସର ପ୍ରଦୁଷଣ – ଜାହାଜ କାରଖାନାରିଓ ଡି ଜେନେରିଓ.

ମୁଖ୍ୟଉତ୍ସର ପ୍ରଦୁଷଣର ମୁଖ୍ୟ କାରଣ ପ୍ରଦୂଷକ ଜଳ ମଧ୍ୟକୁ ଗୋଟେ ନିଦ୍ଧିଷ୍ଟ ଉତ୍ସ/ ସଂସ୍ଥାରୁ ପାଇପ / ଖୋଳା ଯାଇଥିବା ନାଳଦ୍ୱାରା ଏକା କାଳୀନ ଆସି ଜଳପଥରେ ମିଶିଥାଏ।ଉଦାହରଣ-: ପ୍ରଦୂଷକ ଶ୍ରେଣୀ ମଧ୍ୟରେ ଅନ୍ତଭୂକ୍ତ ହେଉଚି ଶିଳ୍ପ, କଳକାରଖାନା ,,ସହର ନଳର ଦୂଷିତଜଳ, ମଇଳାଜଳ, ଓ ଆବର୍ଜ୍ଜନା ।ଆମେରିକା ସ୍ୱଚ୍ଛ ଜଳ ଅଧିନିୟମ ଅନୁସାରେ (CAW)ମୁଖ୍ୟ ଉତ୍ସରେ ମିଶୁଥିବା ପ୍ରଦୂଷକ ପାଇଁ ଉଦ୍ଦେଶ୍ୟ ମୂଳକ ଓ ବାଧ୍ୟତାମୂଳକ ନିୟମ ପ୍ରଚଳନ କରିବା ଦରକାର। ଆମେରିକା ସ୍ୱଚ୍ଛ ଜଳ ଅଧି ନିୟମ ୧୯୮୭ମସିହା ଠାରୁ ସଂଶୋଦିତ ସଂଜ୍ଞା/ ନିୟମ ସହରର ମଇଳା ଆବର୍ଜ୍ଜନା ନିଷ୍କାସନ ପାଇଁ ବ୍ୟବସ୍ଥା ,ଶିଳ୍ପକ୍ଷେତ୍ରର ମଇଳାପାଣି ପାଇଁ ଏବଂ ଘର ନିର୍ମାଣ ସ୍ଥାନମାନଙ୍କ ପାଇଁ ଉଦ୍ଦିଷ୍ଠ।[୯] The CWA definition of point source was amended in 1987 to include municipal storm sewer systems, as well as industrial storm water, such as from construction sites.[୧୦]

non point sourceସମ୍ପାଦନ କରନ୍ତୁ

nonpoint ଉତ୍ସ ପ୍ରଦୂଷଣ, ଏକ ଅଲଗା ଅଲଗା ଉତ୍ସ ଉତତ୍ପନ/ ଆରମ୍ଭ କରି ନ ଥାଏ। NPS ପ୍ରଦୂଷଣ ବେଳେବେଳେ ଏକ ବଡ଼ କ୍ଷେତ୍ର୍ରୁ ଏକାଠି ହୋଇଥିବା ପ୍ରଦୂଷଣ କିଛି ମାତ୍ରାରେ ପ୍ରଭାବ ପକାଏ।ଏକ ସାମାନ୍ୟ ଉଦାହରଣ କୃଷି କ୍ଷେତ୍ରରେ ନିଟ୍ରୋଜେନ ଯୌଗିକକୁ ଉତ୍ପାଦନ ଶକ୍ତି ବୃଦ୍ଧି କରିବା ପାଇଁ ମାଟିରେ ଦିଆଯାଏ। ଏକ କୃଷି କ୍ଷେତ୍ରରୁ ଅଧିକ "ଚାଦର ପ୍ରବାହ" /"sheet flow" କିଂବା ଏକ ଜଙ୍ଗଲରୁ ତୋଫାନ ଜଳରେ ପୋଷକତତ୍ୱ ଅପବାହ ମଧ୍ୟ NPS ପ୍ରଦୂଷଣ ଉଦାହରଣ ରୂପରେ ଉଦ୍ଧିଷ୍ଟ କରାଯାଉଛି।

ବର୍ଷାଜଳଦ୍ୱାରା ରାସ୍ତା, ରାଜପଥ, ବହୁ ସଂଖ୍ୟକ ପାର୍କରୁ ଦୂଷିତ ପଦାର୍ଥ ଧୋଇ ହୋଇ ଦୂରକୁ ଯାଇ ନଦୀ, ନାଳରେ ମିଶିଥାଏ, ତାକୁ ସହରର ମଇଳା/ ଅପରିଷ୍କାର ଜଳ କୁହନ୍ତି।ବେଳେ ବେଳେ ଏହା NPS ପ୍ରଦୂଷଣର ଶ୍ରେଣୀର ଅନ୍ତର୍ଗତ।ଏପରିକି, କାରଣ ଦୂଷିତ ଜଳକୁ ବିଭିନ୍ନ ପ୍ରଣାଳୀ ମାଧ୍ୟମରେ ବର୍ଷାଜଳ ଯାଉଥିବା ନାଳରେ ମିଶିଥାଏ କିଂବା ତାକୁ ପାଇପଦ୍ୱାରା ସ୍ଥାନୀୟ ଭୂପୃଷ୍ଠ ଜଳକୁ ଛଡାଯାଏ।ତେଣୁ ଏହା ମୁଖ୍ୟ ଉତ୍ସ ମଧ୍ୟ କୁହାଯାଏ।

ଭୂତଳଜଳ ପ୍ରଦୂଷଣସମ୍ପାଦନ କରନ୍ତୁ

ଭୂତଳଜଳ ଓ ଭୂପୃଷ୍ଠଜଳ ମଧ୍ୟରେ ସମ୍ପର୍କ ବହୁତ ଜଟିଳ । ଫଳତଃ ଭୂତଳଜଳ ପ୍ରଦୂଷଣ କେବଳ ଭୂତଳଜଳକୁ ଦୂଷିତ କରିବାର ପକ୍ରିୟା। [୮] ତାହା ସହଜରେ ଭୂପୃଷ୍ଠଜଳ ପ୍ର ଦୂଷଣ ପ୍ରକ୍ରିୟାରେ ଅନ୍ତର୍ଗତ ନୁହେଁ। ଭୂତଳଜଳ ହେଉଚି ପ୍ରାକୃତିକ।ଭୂତଳଜଳ ,ଭୂପୃଷ୍ଠର ସ୍ତର ଭେଦୀ ସିଧା ଭୂତଳେ ଜମା ହୋଇଥାଏ।ଭୂତଳଜଳ ଦୂଷିତ କରିବା ପକ୍ରିୟା ଉତ୍ସ ସିଧା ସଳଖ ଭୂପୃଷ୍ଠଜଳକୁ ପ୍ରଭାବ ପକାଏ ନାହିଁ ।

କାଋଣସମ୍ପାଦନ କରନ୍ତୁ

ବ୍ୟାଧ୍ୟଜନକ ଜୀବାଣୁସମ୍ପାଦନ କରନ୍ତୁ

 
Poster to teach people in South Asia about human activities leading to the pollution of water sources
 
A manhole cover unable to contain a sanitary sewer overflow.

ଜୈବ/କାର୍ବୋନ,ଅଜୈବ/ଅକାର୍ବନିକ,ଖାଲି ଆଖିକୁ ଦେଖାଯାଉ ଥବା ପ୍ରଦୂଷକ/ ସ୍ତୁଳ ପ୍ରଦୁଷଣସମ୍ପାଦନ କରନ୍ତୁ

 
A garbage collection boom in an urban-area stream in Auckland, New Zealand.


କାର୍ବନିକ ପ୍ରଦୂଷଣସମ୍ପାଦନ କରନ୍ତୁ



ବିଭିନ୍ନ ରସାୟନିକ ଯୌଗିକ ଉପାଦାନ ବ୍ୟକ୍ତିଗତ ସ୍ୱଚ୍ଚତା ଓ ସୌନ୍ଦର୍ଯ୍ୟ ବଦ୍ଧକରେ ଥାଏ।

Macroscopic Pollution in Parks Milwaukee, WI

ଅକାର୍ବନିକ ପ୍ରଦୂଷଣସମ୍ପାଦନ କରନ୍ତୁ

  • ଆମୋନିଆ ଖାଦ୍ୟ ପ୍ରସ୍ତୁତି ସମୟରେ ନଷ୍ଟ ହୁଏ


ସ୍ତୁଳ ପ୍ରଦୂଷଣସମ୍ପାଦନ କରନ୍ତୁ

ବଡ଼ ଦେଖାଯାଉଥିବା ଜିନିଷ ଜଳ ପ୍ରଦୂଷଣର କାରଣ-ତାହା ଭାସମାନ ଜିନିଷ/ "floatables" ସହରର ଆବର୍ଜନା ଜଳରେ ମିଶି ,ସମୁଦ୍ରରେ ମିଶେ, ତାହା ସାମୁଦ୍ରିକ ଆବର୍ଜନାରେ ପରିଣତ ହୁଏ।ତାହା ହେଉଚି-:

  • ବାଜେ ଜିନିଷ କିମ୍ବା ଅଳିଆ(ଉଦାହରଣ ପେପର, ପ୍ଲାଷ୍ଟିକ ଏବଂ ନଷ୍ଟ ହୋଇଥିବା ଖାଦ୍ୟ)ଇତ୍ୟାଦିକୁ ଲୋକମାନେ ରାସ୍ତାରେ ଫୋପାଡ଼ି ଦଉଛନ୍ତି।ଆକସ୍ମିକ କିମ୍ବା ଇଛାକୃତଭାବେ ଅଳିଆ ଗଦାରେ ଫିଙ୍ଗି ଦେଉଛନ୍ତି।ଯାହା ବର୍ଷାଜଳଦ୍ୱାରା ଧୋଇ ହୋଇ ନାଳଦ୍ୱାରା ଯାଇ ଭୂପୃଷ୍ଠ ଜଳରେ ମିଶିଥାଏ।
  • Nurdles, small ubiquitous
  • waterborne plastic pellets
  • ଝଡ଼ ତୋଫାନଦ୍ୱାରା ସମୁଦ୍ର ଜାହାଜ ନଷ୍ଟହେବା, ପରିତ୍ୟକ୍ତ ଜାହାଜ।
 
The Brayton Point Power Station in Massachusetts discharges heated water to Mount Hope Bay.

ଉତ୍ତପ/ ତାପିୟ ପ୍ରଦୂଷଣସମ୍ପାଦନ କରନ୍ତୁ

ଜଳର ପ୍ରାକୄତିକ ଶରୀରରେ ମନୁଷ୍ୟ କାରଣରୁ ତାପମାତ୍ରା କମିଯାଏ କିମ୍ବା ବଢିଯାଏ।ତାକୁ ତାପିୟ ପ୍ରଦୂଷଣ କୁହନ୍ତି।ତାପିୟ ପ୍ରଦୂଷଣ ରସାୟନିକ ପ୍ରଦୂଷଣର ବିପରୀତ, ଜଳର ଭୌତିକ ଗୁଣର ବଦଳର ପରିଣାମ।ତାପିୟ ପ୍ରଦୂଷଣର ସାଧାରଣ କାରଣ ପାୱାର ପ୍ଲାଣ୍ଟ କ୍ଷେତ୍ରରେ ଜଳର ଶିତିଳତା ଓ ଶିଳ୍ପକ୍ଷେତ୍ରରେ ନୂତନ କିଛି ନିର୍ମାଣ କରିବା।ଉଚ୍ଚତାପମାତ୍ରା ଜଳରେ, ମାଛର ମୃତ୍ୟୁ ଓ ଖାଦ୍ୟ ଶୃଙ୍ଖଳା ସରଞ୍ଚନାରେ ପରିବର୍ତନ,ପ୍ରଜାତୀୟ ଜୟିବ ବିବିଧତାକୁ କମ କରେ,ଏବଂ ନୂଆ ଥର୍ମଫୋଲିସି ଜାତୀୟଦ୍ୱାରା ଆକ୍ରମଣକୁ ବଢିଥାଏ, ଯାହାଦ୍ୱାରା ଅମ୍ଳଜାନ ସ୍ତର କମିଯାଏ। .[୧୫][୧୬][୧୭]

ତାପିୟ ପ୍ରଦୂଷଣ ବି ଗରମ ନଦୀର ଜଳରାଶିକୁ ଜଳ ଭଣ୍ଡାର/ ଜଳାଶୟରେ ଥିବା ଥଣ୍ଡା ଜଳକୁ ଛାଡ଼ିବାଦ୍ୱାରା ହୋଇଥାଏ।

ପରିବହନ ଓ ରସାୟନିକ ଦ୍ରବର ପ୍ରତିକ୍ରିୟାଦ୍ୱାରା ଜଳ ପ୍ରଦୁଷଣସମ୍ପାଦନ କରନ୍ତୁ

ଅଧିକାଂଶ ଜଳ ପ୍ରଦୂଷିତ ଅନ୍ତତଃ ମହାସାଗରକୁ ନଦୀଦ୍ୱାରା ପ୍ରଦୂଷିତ କରାଯାଏ ।ବିଶ୍ୱରେ କିଛି ଜାଗାରେ ଜଳ ବିଜ୍ଞାନ ଗଠନ ବିଦ୍ୟାଦ୍ୱାରା ,ପ୍ରଭାବ ପକାଉଥିବା ପ୍ରଦୂଷଣ, ମୁହାଣଠାରୁ ୧୦୦ ମାଇଲ ଦୂରରୁ ଅନୁଧ୍ୟାନ କରି ହବ।ଆଧୁନିକ କଂପୁଟର ଗଠନଦ୍ୱାରା (SWMM,DSSAM) ବ୍ୟବହାର କରି ବିଶ୍ୱର ବିଭିନ୍ନ ଯାଗାରେ ଜଳଚର/ ଜଳଜାତଦ୍ୱାରା ବିଭିନ୍ନ ପ୍ରଣାଣୀଦ୍ୱାରା ପରୀକ୍ଷା କରାଯାଉଛି।

 
A polluted river draining an abandoned copper mine on Anglesey

ମାପସମ୍ପାଦନ କରନ୍ତୁ

 
Environmental scientists preparing water autosamplers.

ପ୍ରଦୂଷିତ ଜଳର ଭୌତିକ ଓ ରାସାୟନିକ ପରୀକ୍ଷା ବିଭିନ୍ନ ଉପାୟ ଅବଲମ୍ବନ କରାଯାଏ । ଅଧିକ ଜଡ଼ିତ/ସମ୍ପୃକ୍ତ ନମୁନା ସଂଗ୍ରହ କରିବା, ଅନୁସରଣ କରିବା ପାଇଁ ବିଶେଷିତ ଓ ବିଶ୍ଳେଷଣ ସଂକ୍ରାନ୍ତି ପରୀକ୍ଷା କରାଯାଏ। କିଛିଉପାୟର ସଂଚାଳନ situ,ବିନା ନମୁନାରେ ,ତାହା ତାପମାତ୍ରା ସରକାରୀ ଏଜେନ୍ସ ଓ ଅନୁସନ୍ଦାନ ସଂଗଠନର ପ୍ରକାଶିତ ମାନଯୁକ୍ତ୍ ବିଧିସିଦ୍ଧ ବିଶ୍ଳେଷଣ କରିବା ପାଇଁ/ ପରୀକ୍ଷଣ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କେବେଳ ସହଜ ତୁଳନୀୟ ଫଳାଫଳ/ ପରିଣାମ ପାଇଁ କରାଯାଏ।

samplingସମ୍ପାଦନ କରନ୍ତୁ

ଶାରୀରିକ/ ରାସାୟନିକ ପରୀକ୍ଷଣ ପାଇଁ ଜଳ ନମୁନାର ଜରୁରୀ ଲକ୍ଷଣ ଦୂଷିତ ପ୍ରଦାର୍ଥ ଓ ପରିଶୁଦ୍ଧତା ବିଶେଷତା ଉପରେ ନିର୍ଭର କରେ, ତାକୁ ବିଭିନ୍ନ ପ୍ରକ୍ରିୟାଦ୍ୱାରା କରାଯାଏ।

ଭୌତିକ ପରୀକ୍ଷାସମ୍ପାଦନ କରନ୍ତୁ

ସାଧରଣତଃ ପାଣିର ଭୌତିକ ପରୀକ୍ଷା ତାପମାତ୍ରା, କଠିନ ସନ୍ଦରତା ( ଉଦାହରଣ, ଭାସମାନ କଠିନ ବସ୍ତୁ(TSS) ଓ ମଇଳା/ ଗୋଳିଆ ପାଣି)

ରାସାୟନିକ ପରୀକ୍ଷାସମ୍ପାଦନ କରନ୍ତୁ

ଜୈବିକସମ୍ପାଦନ କରନ୍ତୁ

କିପରି ରୋକିବେସମ୍ପାଦନ କରନ୍ତୁ

ବିଭିନ୍ନ ପ୍ରକାର ଓ ଉପଚାର ଓ ଅଳିଆ, ଆବର୍ଜ୍ଜନାର ନିୟନ୍ତ୍ରଣ, ଏବଂ ମୁକାବିଲା ଓ ପଯ୍ୟପ୍ତ ରୂପରେ ପରୀକ୍ଷା କରି ଅପରିଷ୍କାର ଜଳକୁ ଠିକ ଉପାୟରେ ଓ ଆବଶ୍ୟକ ଅନୁସାରେ ଉପଯୋଗ।ପରିବେଶରେ ପ୍ରଦୂଷଣ ଓ ପରିବେଶର କ୍ଷତି ରୋକିବା ପାଇଁ ପ୍ରତ୍ୟେକ ଜଳକୁ ଠିକ ଉପାୟରେ ନିଷ୍କାସନ କରିବା ଦରକାର।

ମଇଳାପାଣିର ଉପଚାରସମ୍ପାଦନ କରନ୍ତୁ

 
Deer Island wastewater Treatment Plant serving Boston, Massachusetts and vicinity.

ବିକଶିତ ଦେଶର ସହର ମାନଙ୍କରେ, ଘର ମାନଙ୍କରୁ ବାହାରୁଥିବା ଆବର୍ଜ୍ଜନା/ମଇଳା ପାଣି ସାଧରଣତଃ ମୁଖ୍ୟ ଆବର୍ଜନା ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା/ଉପଚାର କରାଯାଉଛି।ଉଚିତ ପରିକଳ୍ପନା ଓ କାର୍ଯ୍ୟ ସଂପାଦନ(ମାଧ୍ୟମିକ ଉପଚାର )ବହୁତ ଭଲ କରି୯୦%କିଂବା ତା ଠାରୁ ଅଧିକ ପ୍ରଦୂଷଣ ଦୂର କରାଯାଇ ପାରୁଛି।କିଛି ଗଛ ଲତାର ପୋଷାକତତ୍ ୱ ଏବଂ ଜୀବାଣୁ ହଟାଇବା ପାଇଁ ଅତିରିକ୍ତ ପଦ୍ଧତି ଅଛି।

ସହର ମାନଙ୍କରେ ନିମ୍ନ ସ୍ତରରେ ଏକାଠି ହୋଇଥିବା ଅଳିଆ ଓ ଆବର୍ଜନା ଓ ମଇଳାପାଣିର ଉପଚାର ପାଇଁ ଏକ କିଂବା ଅଧିକ ଲୋକମାନକ୍ନୁ ନିଯୁକ୍ତି କରାଯାଇଛି:

  • ସବୁଜରଙ୍ଗର ଭିତ୍ତି ସାରାଂଚନାର ସୁବିଧା ଦୃଷ୍ଟିକୋଣରୁ ବର୍ଷାଜଳକୁ ସୁଧାରିବା ଓ ବିଭିନ୍ନ ପଦ୍ଧତି ଉପଚାର କରି ତାକୁ ବ୍ୟବହାର ଯୋଗ୍ୟରେ ପରିଣତ କରିବା।
  • ତିଆରି କରିବା ଓ ଖରାପ ଉପକରଣ ବଦଳରେ ନୂତନ ଉପକରଣ ବ୍ୟବହାର କରିବା କିଂବା ପ୍ରତିସ୍ଥାପନ କରିବା।
  • ଜଳ ସ°ରକ୍ଷଣ ବ୍ୟବସ୍ଥାରେ ଜଳ ରଖିବା କ୍ଷମତାକୁ ବଢାଇବା ଉଚିତ(ଏହା ବହୁତ ମହଙ୍ଗା ପ୍ରକଳ୍ପ)

A household or business not served by a municipal treatment plant may have an individual septic tank, which pre-treats the wastewater on site and infiltrates it into the soil

ଶିଳ୍ପରେ ଅପଚୟ ହଉଥିବା ଜଳର ଉପଚାରସମ୍ପାଦନ କରନ୍ତୁ

 
Dissolved air flotation system for treating industrial wastewater.

କିଛି ଶିଳ୍ ପ କ୍ଷତ୍ରରେ ସୁବିଧା ଅଛି କି ମଇଳା ପାଣି ସାଧାରଣତଃ ଘର ମାନଙ୍କରୁ ବାହାରୁ ମଇଳା ପାଣି ସହ ସମାନ। ଏହାକୁ ନଗରପାଳିକାର ସୁବିଧାଦ୍ୱାରା ପରୀକ୍ଷଣ କରି ବ୍ୟବହାର ଉପଯୋଗୀ ହୋଇପାରିବ।ଶିଳ୍ପ କ୍ଷତ୍ରରେ ଉତତ୍ପନ ହୋଇଥିବା ମଇଳା ପାଣି/ଦୂଷିତ ଜଳରେ ମାତ୍ରାଧିକ ବିଷାକ୍ତ ଏକତ୍ରିତ ଥାଆନ୍ତି(ଯଥା ତେଲ ଓ ଗ୍ରୀସ)ଓ ବିଷାକ୍ତ ପ୍ରଦୂଷକ(ଭାରୀ ଧାତୁ ଓ ବାଷ୍ପଶୀଳ କାର୍ବୋନ ଜୀବାଣୁ) କିମ୍ବା ଅନ୍ୟାନ୍ୟ ଆମୋନିଆ ରୂପରେ ଅନ୍ୟ ବିଷାକ୍ତ ପ୍ରଦୂଷଣ ପାଇଁ ବିଶେଷ ଉପଚାର ପାଇଁ ବିଭିନ୍ନ ପ୍ରଦ୍ଧତି ଦରକାର। ପୂର୍ବ ପ୍ରଣାଳୀ ପ୍ରୟୋଗ କରି ବିଷାକ୍ତ ପଦାର୍ଥକୁ ବାହର କରି ଦେଇ ,ତାକୁ ନାଗରପାଳିକାର ମଇଳା ପାଣି ପାରିଷ୍କର କେନ୍ଦ୍ରରେ ପରିଷ୍କାର କରି ,ବ୍ୟବହାର ଉପଯୋଗ କରିବା ଦରକାର।କିଛି ଶିଳ୍ପ କ୍ଷେତ୍ରରେ ବିଭିନ୍ନ ପ୍ରକ୍ରିୟାଦ୍ୱାରା ପ୍ରଦୂଷଣ ରୋକିବା ପାଇଁ ମାଧ୍ୟମ ଅଛି,ପ୍ରଦୂଷଣ କମ୍ କରିବା କିମ୍ବା ସମାପ୍ତ କରିବା ପାଇଁ ଶିଳ୍ପ କ୍ଷେତ୍ରମାନଙ୍କରେ ନୂତନ ପରିକଳ୍ପନା/ ଶୈଳର ପରିବର୍ତନ ସଫଳ କରାଯାଉଛି। ବିଜୁଳି ଚଳିତ ଶିଳ୍ପ କିଂ ନିର୍ମାଣ ଶିଳ୍ପରେ ଉତ୍ପନ୍ନ ଗରମ ପଣିକୁ ନିୟନ୍ତ୍ରଣ କରାଯାଇପାରିବ:

  • Cooling pounds, ମନୁଷ୍ୟଦ୍ୱାରା ତିଆରି ପ୍ରକଳ୍ପ ବାଷ୍ପୀକରଣ, ବିକିରଣ,ଦ୍ୱାରାପାଣିକୁ ଥଣ୍ଡା କରି ହେବ।
  • cooling towers,ଯାହା ନଷ୍ଟ ହୋଉ ଥିବା ତାପକୁ ବାୟୁମଣ୍ଡଳକୁ ବିକିରଣ ଓ/କିମ୍ବା ତାପ ସଂଚାଳନ ଦ୍ୱାରା
  • coneneration, ଏହା ହଉଚି ତାପ ପୁନଃ ବିନିଯୋଗ ପକ୍ରିୟା ,ତାହା ଘରୋଇ/ଶିଳ୍ପକ୍ଷେତ୍ରରେ ଉତ୍ତପ ପାଇଁ ବ୍ୟବହାର ହୁଏ

କୃଷରେ ଅପଚୟ ହଉଥିବା ଜଳର ଉପଚାରସମ୍ପାଦନ କରନ୍ତୁ

 
Riparian buffer lining a creek in Iowa.


 
Feedlot in the United States

ଗୃହ ନିର୍ମାଣରେ ଅପଚୟ ହଉଥିବା ଜଳର ଉପଚରସମ୍ପାଦନ କରନ୍ତୁ

 
Silt fence installed on a construction site.

ନିର୍ମାଣ ସ୍ଥାନରେ ପଟୁ କ୍ଷୟ ରୋକିବାକୁ ବିଭିନ୍ନ ସମାଧାନ ନିବେଶ କରିବା:

  • କ୍ଷୟ ରୋକିବା, ତାହା ଶୁଖିଲା ପତ୍ରର ସ୍ତର ଓ hydroseeding ଏବଂ
  • ମୁର୍ତ୍ତିକା କ୍ଷୟ ରୋକିବା, ତାହା sediment basins ଏବଂ ବାଡ ଦେବା।

ବାହାରୁଥିବା ବିଷାକ୍ତ କେମିକାଲ, ଯାହାକି ମୋଟର ଇନ୍ଧନ ଓ ସିମେଣ୍ଟ washoutର ନିବାରଣ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବା।

  • ଉଛୁଳିବାର ନିବାରଣ ଏବଂ ରୋକିବା ପାଇଁ ଯୋଜନା, ଏବଂ
  • ପ୍ରଧାନ ଯୋଜନା ଧାରଣ କରିବା(ଉଦାହରଣ ସିମେଣ୍ଟ washout)ଏବଂଗଠନ ପ୍ରଣାଳୀ ଯେମିତି କି ଉଛୁଳିବାକୁ ରୋକିବା ଏବଂ ଗତି ପରିବର୍ତ୍ତନ।

ସହର ମନକଂରେ ଅପଚୟ ହଉଥିବା ଜଳର ଉପଚାରସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Pink, Daniel H. (April 19, 2006). "Investing in Tomorrow's Liquid Gold". Yahoo. Archived from the original on April 23, 2006.
  2. ୨.୦ ୨.୧ West, Larry (2006-03-26). "World Water Day: A Billion People Worldwide Lack Safe Drinking Water". About.com.
  3. "An overview of diarrhea, symptoms, diagnosis and the costs of morbidity" (PDF). CHNRI. 2010. Archived from the original (PDF) on May 12, 2013.
  4. "China says water pollution so severe that cities could lack safe supplies". Chinadaily.com.cn. June 7, 2005.
  5. Kahn, Joseph; Yardley, Jim (2007-08-26). "As China Roars, Pollution Reaches Deadly Extremes". New York Times.
  6. United States Environmental Protection Agency (EPA). Washington, DC. "The National Water Quality Inventory: Report to Congress for the 2002 Reporting Cycle – A Profile." October 2007. Fact Sheet No. EPA 841-F-07-003.
  7. Wachman, Richard (2007-12-09). "Water becomes the new oil as world runs dry". The Guardian. London. Retrieved 2015-09-23.
  8. ୮.୦ ୮.୧ United States Geological Survey (USGS), Denver, CO (1998). "Ground Water and Surface Water: A Single Resource." Circular 1139.
  9. Clean Water Act, section 502(14), 33 U.S.C. § 1362 (14).
  10. CWA section 402(p), 33 U.S.C. § 1342(p)
  11. USGS. Reston, VA. "A Primer on Water Quality." FS-027-01. March 2001.
  12. Schueler, Thomas R. "Microbes and Urban Watersheds: Concentrations, Sources, & Pathways." Reprinted in The Practice of Watershed Protection. 2000. Center for Watershed Protection. Ellicott City, MD.
  13. ୧୩.୦ ୧୩.୧ G. Allen Burton, Jr., Robert Pitt (2001). Stormwater Effects Handbook: A Toolbox for Watershed Managers, Scientists, and Engineers. New York: CRC/Lewis Publishers. ISBN 0-87371-924-7.CS1 maint: uses authors parameter (link) Chapter 2.
  14. Schueler, Thomas R. "Cars Are Leading Source of Metal Loads in California." Reprinted in The Practice of Watershed Protection. 2000. Center for Watershed Protection. Ellicott City, MD.
  15. Goel, P.K. (2006). Water Pollution - Causes, Effects and Control. New Delhi: New Age International. p. 179. ISBN 978-81-224-1839-2. Cite has empty unknown parameter: |coauthors= (help)
  16. Kennish, Michael J. (1992). Ecology of Estuaries: Anthropogenic Effects. Marine Science Series. Boca Raton, FL: CRC Press. pp. 415–17. ISBN 978-0-8493-8041-9. Cite has empty unknown parameter: |coauthors= (help)
  17. Laws, Edward A. (2000). Aquatic Pollution: An Introductory Text. New York: John Wiley and Sons. p. 430. ISBN 978-0-471-34875-7. Cite has empty unknown parameter: |coauthors= (help)

ବାହାର ଲିଙ୍କସମ୍ପାଦନ କରନ୍ତୁ

Overview Information

  • "Troubled Waters" - video from "Strange Days on Planet Earth" by National Geographic & PBS (US)
  • "Issues: Water" – Guides, news and reports from US Natural Resources Defense Council

Analytical Tools and Other Specialized Resources