ଜଗନ୍ନାଥ ବଲ୍ଲଭ

ଭାରତୀୟ ମିଠା

ଜଗନ୍ନାଥ ବଲ୍ଲଭ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଶୁଖିଲା ଭୋଗ (ନୈବେଦ୍ୟ), ଯାହାକି ଛପନ ଭୋଗରୁ ଅନ୍ୟତମ ।[୧]

ଜଗନ୍ନାଥ ବଲ୍ଲଭ
ଆରମ୍ଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଅଟା, ଘିଅ, ଚିନି

ଉପାଦାନ ସମ୍ପାଦନା

  • ଅଟା ୧ କିଲୋ
  • ଗୁଆଘିଅ ୫୦୦ଗ୍ରାମ
  • ଚିନି ୫୦୦ ଗ୍ରାମ
  • ଲବଙ୍ଗ ୧୫ ଟା
  • ଅଳେଇଚ ୮ଟା ଓ ଆବଶ୍ୟକ ଅନୁସାରେ ପାଣି[୨]


ଆଧାର ସମ୍ପାଦନା

  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
  2. ପାଣି, ଅଟା (22 August 2016). ଜଗନ୍ନାଥ ବଲ୍ଲଭ. ସାହିତ୍ୟ ପ୍ରସାର ପ୍ରତିଷ୍ଠାନ, ଶେଖବଜାର, ନିଉ କଲୋନୀ, କଟକ-୮. p. ୩୦.