ଛୋଟ ଉଦୟପୁର ରାଜ୍ୟ (ଗୁଜରାଟୀ: છોટાઉદેપુર; ହିନ୍ଦୀ : छोटा उदैपुर)[୧] ଏକ ବ୍ରିଟିଶ ଭାରତୀୟ ରାଜକୀୟ ରାଜ୍ୟ । ଏହାର ରାଜଧାନୀ ଛୋଟ ଉଦୟପୁର  ସହରରେ ରହିଥିଲା । 1948 ମସିହାରେ ଏହି ରାଜ୍ୟ ଭାରତ ରାଜ୍ୟ ସଂଘ ସହ ସମ୍ମିଳିତ ହେଲା ପରେ ପୂର୍ବ ଗୁଜରାଟ ଅଞ୍ଚଳ ସହ ରହିଛି । [୨]

ଛୋଟ ଉଦୟପୁର ରାଜ୍ୟ
છોટાઉદેપુર રિયાસત
Princely State of British India
1743–1948
Flag Coat of arms
Flag Coat of arms
History
 •  Established 1743
 •  Independence of India 1948
Area
 •  1901 ୨,୩୦୫ km2 (୮୯୦ sq mi)
Population
 •  1901 ୬୪,୬୨୧ 
Density ୨୮ /km2  (୭୨.୬ /sq mi)
Today part of Gujarat, India
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଇତିହାସ  ସମ୍ପାଦନା

ଏହି ରାଜ୍ୟ 1743 ମସିହାରେ ରାୱାଲ ଉଦୟସିଂହଜୀଙ୍କଦ୍ୱାରା ସ୍ଥାପିତ ହେଇଥିଲା । ସେ  ଚମ୍ପନର ରାଜ୍ୟର ପଟାଇ ରୱାଲଙ୍କ ବଂଶଜ ଥିଲେ ।ଏହି ରାଜ୍ୟର ଶାସକମାନେ ଚୌହାନ ବଂଶର ରାଜପୁତ ଥିଲେ । ଏହି ରାଜ୍ୟ ବ୍ରିଟିଶ ମାନଙ୍କ ଅଧୀନରେ 9-ତୋପ ସାଲୁଟ ସମ୍ମାନ ସହ ଥିଲା । [୩]

ଶାସକ ଗଣ ( ମହାରାୱାଲ ଉପାଧି ସହ ) ସମ୍ପାଦନା

  • 1762 – 1771 ଅର୍ଶୀ ସିଂହଜୀ
  • 1771 – 1777 ହମୀର ସିଂହଜୀ
  • 1777 – 1822 ଭୀମ ସିଂହଜୀ
  • 1822 – 1851 ଗୁମାନ ସିଂହ ଜୀ
  • 1851 – 1881 ଜିତ ସିଂହ ଜୀ
  • 1881 – 1895 ମୋତି ସିଂହ ଜୀ
  • 1895 – 29 Aug 1923 ଫତେ ସିଂହ ଜୀ
  • 29 Aug 1923 – 15 Oct 1946 Nନଟବର ସିଂହ ଜୀ ଫତେସିଙ୍ଗ ଜୀ
  • 15 Oct 1946 – 15 Aug 1947 ବିରେନ୍ଦ୍ର ସିଂହ ଜୀ

ପୁନଶ୍ଚ ଦେଖଣା  ସମ୍ପାଦନା

  • Rewa Kantha Agency

ଆଧାର  ସମ୍ପାଦନା

  1. Chhota Udaipur (Princely State)
  2. "ଆର୍କାଇଭ୍ କପି". Archived from the original on 2019-12-09. Retrieved 2016-11-28. {{cite web}}: Cite has empty unknown parameter: |1= (help)
  3. "Chhota Udaipur Princely State (9 gun salute)". Archived from the original on 2016-04-19. Retrieved 2016-11-28.

ବାହାର ଲିଙ୍କ ସମୂହ  ସମ୍ପାଦନା