ଛୁଞ୍ଚି କହିଲେ ସାଧାରଣତଃ ଆମେ ସିଲେଇ ଛୁଞ୍ଚି ବୁଝୁ । ଏହା ଏକ ଲମ୍ବା, ଗୋଜିଆ, ପଛରେ ରନ୍ଧ୍ର ଥିବା ଉପକରଣ । ପୂର୍ବେ ଛୁଞ୍ଚି ହାଡ଼ କିମ୍ବା କାଠରେ ତିଆରି କରାଯାଉଥିଲା । ଆଧୁନିକ ଛୁଞ୍ଚି ସାଧାରଣତଃ ଇସ୍ପାତ୍‌ରେ ନିକେଲ୍‌ କିମ୍ବା ସୁନା ଲେପ ଦେଇ ତିଆରି ହୋଇଥାଏ ।[୧] ଛୁଞ୍ଚିକୁ ସୁବିଧା ପାଇଁ ଏକ ଧାରକରେ ରଖାଯାଏ । .[୨]

ହାତ ସିଲେଇ ଛୁଞ୍ଚି
ତିବ୍ଦତୀୟ ଛୁଞ୍ଚି ଧାରକ
ଛୁଞ୍ଚିର ରନ୍ଧ୍ର
ଛୁଞ୍ଚିର ଧାତବ ଧାରକ


ଆଧାର ସମ୍ପାଦନା

  1. "Antique Sewing Needle Cases". Collectors Weekly. Retrieved 2012-25-05. {{cite web}}: Check date values in: |accessdate= (help)
  2. "Antique Sewing Needle Cases". Collectors Weekly. Retrieved 2012-25-05. {{cite web}}: Check date values in: |accessdate= (help)