ଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଚିଲିକା (କ୍ରମିକ ସଂଖ୍ୟା: ୧୧୮) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଣପୁର (ବି), ବାଲୁଗାଁ (ବି), ଚିଲିକା ବ୍ଳକ ଓ ବାଣପୁର ବ୍ଳକ ।[୨][୩]

ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୨୮,୨୩
ଜିଲ୍ଲା: ଖୋର୍ଦ୍ଧା
ଲୋକ ସଭା ନିର୍ବାଚନ ମଣ୍ଡଳୀ: ପୁରୀ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୁତି ଭୂଷଣ ହରିଚନ୍ଦନ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ସାହୁଙ୍କଠାରୁ ୫୪୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ସାହୁ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୁତି ଭୂଷଣ ହରିଚନ୍ଦନଙ୍କଠାରୁ ୩,୦୬୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଚିଲିକା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରଘୁନାଥ ସାହୁ ୫୭,୨୧୬ ୪୫.୫୯ -
ଭାଜପା ବିଭୁତି ଭୂଷଣ ହରିଚନ୍ଦନ ୫୪,୧୫୦ ୪୩.୧୫ -
କଂଗ୍ରେସ ମାନସ ରଞ୍ଜନ ମଙ୍ଗରାଜ ୧୧,୨୦୪ ୮.୯୩ -
ସ୍ୱାଧୀନ ସୁକାନ୍ତ ଶ୍ରୀଚନ୍ଦନ ୧,୧୦୨ ୦.୮୮ -
ସିପିଆଇ(ମାଲେ) ଲିବରେସନ ମୂରଲୀଧର ବେହେରା ୯୩୦ ୦.୭୪ -
ବସପା ବସନ୍ତ ବେହେରା ୯୦୨ ୦.୭୨ -
ଭୋଟ ବ୍ୟବଧାନ ୩,୦୬୬ ୨.୪୪* -
ମତଦାନ ହାର ୧,୨୫,୫୧୨ ୬୬.୦୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୭୭ରୁ ୨୦୧୪ ମଧ୍ୟରେ ମୋଟ ୯ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Chilika Assembly Election 2009, Orissa". empoweringindia.org. Retrieved 19 June 2013. Constituency: Chilika (118) District : Khurda
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. ୩୦୬୬
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 58-Chilka Constituency of ORISSA". eci.nic.in. 2006. Retrieved 19 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ଆଧାର ସମ୍ପାଦନା