ଚିରାଲା

ଆନ୍ଧ୍ରପ୍ରଦେଶ ର ଏକ ସହର

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Chirala
చీరాల
Ksheerapuri
Chirala Railway station
Chirala Railway station
CountryIndia
StateAndhra Pradesh
DistrictPrakasam
Area
 • ସମୁଦାୟ13.30 km2 (5.14 sq mi)
Population
 (2011)[୧]
 • Total୮୭,୨୦୦
 • Density6,600/km2 (17,000/sq mi)
Languages
 • OfficialTelugu (తెలుగు)
Time zoneUTC+5:30 (IST)
PIN
523 157
Telephone code+91–8594
WebsiteChirala Municipality


ଚିରାଲା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ପ୍ରକସମ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ଚିରାଲା ୧୫.୮୨୪୬ ଉତ୍ତର ଅକ୍ଷାଂଶ ଓ ୮୦.୩୫୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚିରାଲା ସହରର ମୋଟ ଜନସଂଖ୍ୟା ୮୫୪୫୫ ଅଟେ ।[୪] ସେଥି ମଧ୍ୟରୁ ୪୯.୯୬% ଜଣ ପରୁଷ ହୋଇଥିବା ବେଳେ ୫୦.୦୪% ଜଣ ନାରୀ ଅଟନ୍ତି । ଚିରାଲାର ସାକ୍ଷରତା ହାର ୬୪.୭୧% ଅଟେ । ଏହା ଜାତୀୟ ହାରଠାରୁ ୦.୧୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୬୫% ପ୍ରତିଶତ ପୁରୁଷ ଓ ୨୯.୦୬% ନାରୀ ଅଟନ୍ତି । ୧୦.୩୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା ସମ୍ପାଦନା

ତେଲୁଗୁ ଚିରାଲାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census 2011". The Registrar General & Census Commissioner, India. Retrieved 25 July 2014.
  2. "Basic Information of Municipality". Commissioner & Director of Municipal Administration. Municipal Administration & Urban Development Department, Govt. of Andhra Pradesh. Retrieved 6 August 2014.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା