ଚିକେନ ଟିକ୍କା ଭାରତୀୟ ଉପମହାଦେଶରୁ ଆରମ୍ଭ ହୋଇଥିବା ଏକ ଜଣାଶୁଣା ଆମିଷ ଖାଦ୍ୟ । ଏହା ଭାରତରେ (ବିଶେଷ କରି ପଞ୍ଜାବରେ) ଏବଂ ପାକିସ୍ତାନରେ ପ୍ରସିଦ୍ଧ ।[୧]ଏହାକୁ ତନ୍ଦୁରରେ ତିଆରି କରାଯାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ କୁକୁଡ଼ା ମାଂସକୁ ଛୋଟ ଛୋଟ ଟୁକୁଡ଼ା କରି ତାକୁ ଦ‌ହି ଏବଂ ବିଭିନ୍ନ ମସଲା ଏବଂ ଲୁଣ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇ ସେହି ମିଶ୍ରଣକୁ ଗରମ କୋଇଲାରେ ପୂର୍ଣ୍ଣ ତନ୍ଦୁରରେ ସେକା ଯାଇଥାଏ ।[୨] ଏହାକୁ ପିଆଜ, ସାଲାଡ୍, ଏବଂ ଚଟଣୀ ସ‌ହିତ ପରଷାଯାଏ ।[୩]

Chicken tikka
Chicken tikka, served in Mumbai
ପରଷାStarter
ମୂଳ ସ୍ଥାନIndian Subcontinent
ଅଞ୍ଚଳ ବା ରାଜ୍ୟPunjab region
ପରଷିବା ଉତ୍ତାପHot
ମୁଖ୍ୟ ଉପାଦାନChicken, yogurt, red chili powder, ginger and garlic paste, lemon juice

ଆଧାର ସମ୍ପାଦନା

  1. Pop's Mops and Sops: Barbecue and Sauces from Around the World, p. 76, by "B" "B" Quester
  2. Curry Club Tandoori and Tikka Dishes. London: Piatkus. 1993. ISBN 0-7499-1283-9.
  3. India: Food & Cooking. London: New Holland. 2007. ISBN 978-1-84537-619-2.