ଚାନ୍ଦାଉସି
ଚାନ୍ଦାଉସି ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମୋରଦବଦ୍ ଜିଲ୍ଲାରେ ଅବସ୍ଥିତ ।
Chandausi | |
---|---|
Devloping Town | |
Nickname(s): Chand-si | |
ଦେଶ | ![]() |
ରାଜ୍ୟ | Uttar Pradesh |
ଜିଲ୍ଲା | Sambhal |
Elevation | 284 m (932 ft) |
ଜନସଂଖ୍ୟା (2011) | |
• ମୋଟ | ୧୧୪,୩୮୩ |
ଭାଷା | |
• ସରକାରୀ | Hindi |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 244412 |
ଗାଡ଼ି ପଞ୍ଜିକରଣ | UP 38 |
ଭୌଗଳିକ ଅବସ୍ଥିତିସମ୍ପାଦନ କରନ୍ତୁ
ଚାନ୍ଦାଉସି ୨୮.୪୫୩୦ ଉତ୍ତର ଅକ୍ଷାଂଶ ଓ ୭୮.୭୮୨୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତାସମ୍ପାଦନ କରନ୍ତୁ
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚାନ୍ଦାଉସି ସହରର ମୋଟ ଜନସଂଖ୍ୟା ୧୦୩୭୫୭ ଅଟେ ।[୨] ସେଥି ମଧ୍ୟରୁ ୫୩.୧୭% ଜଣ ପରୁଷ ହୋଇଥିବା ବେଳେ ୪୬.୮୩% ଜଣ ନାରୀ ଅଟନ୍ତି । ଚାନ୍ଦାଉସିର ସାକ୍ଷରତା ହାର ୫୮.୧୫% ଅଟେ । ଏହା ଜାତୀୟ ହାର ଠାରୁ ୬.୬୯% ପ୍ରତିଶତ କମ ଅଟେ । ସେଥିରୁ ୩୩.୨୧% ପ୍ରତିଶତ ପୁରୁଷ ଓ ୨୪.୯୩% ନାରୀ ଅଟନ୍ତି । ୧୪.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷାସମ୍ପାଦନ କରନ୍ତୁ
ହିନ୍ଦୀ ଚାନ୍ଦାଉସିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.