ଚାନ୍ଦାଉସି ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମୋରଦବଦ୍ ଜିଲ୍ଲାରେ ଅବସ୍ଥିତ ।

Chandausi
Devloping Town
Nickname(s): 
Chand-si
ଦେଶ India
ରାଜ୍ୟUttar Pradesh
ଜିଲ୍ଲାSambhal
Elevation
284 m (932 ft)
ଜନସଂଖ୍ୟା
 (2011)
 • ମୋଟ୧୧୪,୩୮୩
ଭାଷା
 • ସରକାରୀHindi
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
244412
ଗାଡ଼ି ପଞ୍ଜିକରଣUP 38

ଭୌଗଳିକ ଅବସ୍ଥିତିସମ୍ପାଦନ କରନ୍ତୁ

ଚାନ୍ଦାଉସି ୨୮.୪୫୩୦ ଉତ୍ତର ଅକ୍ଷାଂଶ ଓ ୭୮.୭୮୨୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତାସମ୍ପାଦନ କରନ୍ତୁ

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚାନ୍ଦାଉସି ସହରର ମୋଟ ଜନସଂଖ୍ୟା ୧୦୩୭୫୭ ଅଟେ ।[୨] ସେଥି ମଧ୍ୟରୁ ୫୩.୧୭% ଜଣ ପରୁଷ ହୋଇଥିବା ବେଳେ ୪୬.୮୩% ଜଣ ନାରୀ ଅଟନ୍ତି । ଚାନ୍ଦାଉସିର ସାକ୍ଷରତା ହାର ୫୮.୧୫% ଅଟେ । ଏହା ଜାତୀୟ ହାର ଠାରୁ ୬.୬୯% ପ୍ରତିଶତ କମ ଅଟେ । ସେଥିରୁ ୩୩.୨୧% ପ୍ରତିଶତ ପୁରୁଷ ଓ ୨୪.୯୩% ନାରୀ ଅଟନ୍ତି । ୧୪.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷାସମ୍ପାଦନ କରନ୍ତୁ

ହିନ୍ଦୀ ଚାନ୍ଦାଉସିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କସମ୍ପାଦନ କରନ୍ତୁ