[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Champhai
Town
Champhai town
Champhai town
CountryIndia
StateMizoram
DistrictChamphai
Area
 • ସମୁଦାୟ3,185.3 km2 (1,229.9 sq mi)
Elevation
1,678 m (5,505 ft)
Population
 (2011)
 • Total୩୨,୭୩୪
 • Density10/km2 (27/sq mi)
Languages
 • OfficialMizo
Time zoneUTC+5:30 (IST)
PIN
796321
Telephone code03831
ଯାନବାହାନ ପଞ୍ଚୀକରଣMZ-04
Websitechamphai.nic.in

ଚମ୍ଫାଈ, ଭାରତୀୟ ରାଜ୍ୟ ମିଜୋରମର ଏକ ସୀମା ବର୍ତୀ ସହର । ଏହା ଚମ୍ଫାଈ ଜିଲ୍ଲାର ସଦର ମହକୁମା ମଧ୍ୟ । ଇଣ୍ଡୋ- ମିଆଁମାର ସୀମାରେ ଥିବା ହେତୁ ଏହା ଗୁରୁତ୍ୱପୂର୍ଣ ।ଏହି ସହର ଦେଇ ମିଆଁମାର ସଙ୍ଗେ ଭାରତର ବହୁତ ବାଣିଜ୍ୟ କାରବାର ହେଇଥାଏ ।  

ଚମ୍ଫାଈ ସହରର ଆୟତନ ୩,୧୮୫.୮୩ ବର୍ଗ କିଲୋମିଟର ହେଇଥିବା ବେଳେ ବାର୍ଷିକ ବର୍ଷାଜଳ ୧,୮୧୪ ମିଲିମିଟର ହେଇଥାଏ । 

ଇତିହାସ  ସମ୍ପାଦନା

ଚମ୍ଫାଈ , ପୂର୍ବତନ ମିଜୋ ମୁଖ୍ୟ ଲାଳବୁରା ସାଇଲୋଙ୍କ ମୁଖ୍ୟ ଦପ୍ତର ଥିଲା । ବ୍ରିଟିଶ ଶାସକମାନେ ୧୮୭୧-୭୨ରେ ତାଙ୍କୁ ପରାଜିତ କରି ଚମ୍ଫାଈକୁ ଏକ ଦୁର୍ଗର ମାନ୍ୟତା ଦେଇଥିଲେ । [୧]

ଅର୍ଥନୈତିକ ପରିସ୍ଥିତି  ସମ୍ପାଦନା

ମୁଖ୍ୟତଃ କୃଷି ଉପରେ ନିର୍ଭର ଶୀଳ ଚମ୍ଫାଈରେ ସୀମାବର୍ତୀ ବାଣିଜ୍ୟ ମଧ୍ୟ ହେଇଥାଏ । ମିଆଁମାର ଦେଶ ସହ ଏହାର ବାଣିଜ୍ୟିକ ସମ୍ପର୍କ ଥାଏ । ଏଠାରେ ଉପପନ୍ନ ଧାନ ଓ ଅଙ୍ଗୁର ଦେଶ ଓ ବିଦେଶକୁ ରପ୍ତାନି ହୁଏ ।[୨] 

ପାଗ  ସମ୍ପାଦନା

ଚମ୍ଫାଈର ପାଗ ଖୁବ ଆରାମଦାୟକ । ଶୀତକାଳୀନ ତାପମାତ୍ରା ୧୦ ଡିଗ୍ରୀରୁ ୨୦ ଡିଗ୍ରୀ ରହି , ଗ୍ରୀଷ୍ମ ଦିନରେ ଏହା ୧୫ରୁ ୩୦ ଡିଗ୍ରୀ ମଧ୍ୟରେ ରହେ । 

ଶିକ୍ଷା ବ୍ୟବସ୍ଥା  ସମ୍ପାଦନା

ଚମ୍ଫାଈ କଲେକ ସେଠାରେ ଏକମାତ୍ର ଉଛ ଶିକ୍ଷା କେନ୍ଦ୍ର ହେଇଥିବା ବେଳେ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ରହିଛି । 

Tourism ସମ୍ପାଦନା

 
Mizo Hlakungpui Mual in Mizoram

ଚ୍ୟାମ୍ଫାଈ ଏକ ସୁରମ୍ୟ ସ୍ଥାନ । ଏହାର ଚତୁଃପାର୍ଶ୍ୱରେ ପାର୍ବତ୍ୟ ଅଞ୍ଚଳ ଥିବା ବେଳେ ଏହାର ସଂସ୍କୃତି ମଧ୍ୟ ଖୁବ ଉତ୍ତମ । ଚମ୍ଫାଈ ନିକଟସ୍ଥ ଅନ୍ୟ ସୁନ୍ଦର ଦର୍ଶନୀୟ  ସ୍ଥାନ ସବୁ ରହିଛି । 

ମିଡିଆ  ସମ୍ପାଦନା

  • Lenrual
  • Pasaltha
  • Rihlipui
  • CCN (Cable TV Operator)
  • LCN (Cable TV Operator)

ଯାତାୟତ ସୁବିଧା  ସମ୍ପାଦନା

ଚମ୍ଫାଈ[୩] ଓ ଆଇଜ୍ୱାଳ ମଧ୍ୟରେ ଦୂରତା ୧୯୪ କିଲୋମିଟର ଓ ଏହି ଦୁଇ ସ୍ଥାନ ବସ ଓ ସୁମୋ ଗାଡିଦ୍ୱାରା ସଂଯୁକ୍ତ । 'ପବନ ହଂସ "ଦ୍ୱାରା ହେଲିକେପ୍ଟର ସେବା ଆରମ୍ଭ ହେଇ ଗମନାଗମନର ସୁବିଧା ହେଇପାରିଛି । 

ଗ୍ୟାଲେରି ସମ୍ପାଦନା

ଆଧାର ସବୁ  ସମ୍ପାଦନା

  1. K. C. Kabra (2008). Economic Growth of Mizoram: Role of Business & Industry. Concept Publishing Company.
  2. "Miz poised for border trade boom". The Sangai Express. Retrieved 29 ଅଗଷ୍ଟ 2012. {{cite news}}: More than one of |accessdate= and |access-date= specified (help)[permanent dead link]
  3. "Nilaini atangin 'Helicopter Service". The Zozam Times. Archived from the original on 23 ସେପ୍ଟେମ୍ବର 2015. Retrieved 20 ଅଗଷ୍ଟ 2012. {{cite news}}: More than one of |accessdate= and |access-date= specified (help)

ବାହାର ଲିଙ୍କ  ସମ୍ପାଦନା