ଚକ୍ଷୁବନ୍ଧନ

୨୦୨୧ର ଓଡ଼ିଆ କଥାଚିତ୍ର

ଚକ୍ଷୁବନ୍ଧନ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତପନ କୁମାର ଦାସ । ଦିଲ୍ଲୀପ କୁମାର ଚୌଧୁରୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ରାଜେନ୍ଦ୍ର ମହାନ୍ତ ଏହାର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଚକ୍ଷୁବନ୍ଧନ
ନିର୍ଦ୍ଦେଶକରାଜେନ୍ଦ୍ର ମହାନ୍ତ
ପ୍ରଯୋଜକତପନ କୁମାର ଦାସ
କାହାଣୀଦିଲ୍ଲୀପ କୁମାର ଚୌଧୁରୀ
କଳାକାରଭୂମିକା ଦାଶ
ରାଜ ରାଜେଶ
ଇସାନି ସେନଗୁପ୍ତା
ଋଷି
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଦୀପକ କୁମାର
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୧୦ ସେପ୍ଟେମ୍ବର ୨୦୨୧[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଭୂମିକା ଦାଶ, ରାଜ ରାଜେଶ, ଇସାନି ସେନଗୁପ୍ତା ଓ ଋଷି ।[୨] ଦିଲ୍ଲୀପ ଚୌଧୁରୀ, ପ୍ରଶାନ୍ତ ପାତ୍ର, ତିଳୋତ୍ତମା, ଦିଲ୍ଲୀପ ବଳବନ୍ତରାୟ, ବିନି ଚାଟାର୍ଜୀ, ସାଇ ପ୍ରକାଶ, କମଳାକାନ୍ତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଓଡ଼ିଆବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଓ ରଜନୀ ଶତପଥୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିଶ୍ୱଜିତ ମହାପାତ୍ର, ରତିକାନ୍ତ ଶତପଥୀ, ସୋହିନୀ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୬]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଜହର"ରତିକାନ୍ତ ଶତପଥୀ 
2."ତୁମେ କି ସେଇ ଚିତ୍ରଲେଖା"ଅଭିଜିତ ମଜୁମଦାର 
3."ମନ ମୋର ପକ୍ଷୀ ପକ୍ଷୀ ଲାଗେ"  

ଆଧାର ସମ୍ପାଦନା

  1. Chakhyubandhan Movie: Showtimes, Review, Trailer, Posters, News & Videos | eTimes, retrieved 2021-11-10
  2. "ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଚକ୍ଷୁବନ୍ଧନ". Argus News (in Odia). argusnews.in. 7 September 2021. Archived from the original on 10 November 2021. Retrieved 10 November 2021.{{cite news}}: CS1 maint: unrecognized language (link)
  3. "ଗଣେଶ ପୂଜାରେ 'ଚକ୍ଷୁବନ୍ଧନ' | Sambad". ସମ୍ବାଦ. sambad.in. 5 September 2021. Retrieved 10 November 2021.
  4. "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  5. "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  6. Mishra, Soubhagya Ranjan (7 September 2021). "ଗଣେଶ ଚତୁର୍ଥୀରେ ଆସୁଛି 'ଚକ୍ଷୁବନ୍ଧନ'". Zee News. Archived from the original on 10 November 2021. Retrieved 10 November 2021.

ବାହାର ଆଧାର ସମ୍ପାଦନା