ଗୋପୀନାଥ ଗଜପତି

ପାରଳାଖେମୁଣ୍ଡି ରାଜା

ଗୋପୀନାଥ ଗଜପତି[୧] (୬ ମାର୍ଚ୍ଚ ୧୯୪୩ - ୧୦ ଜାନୁଆରୀ ୨୦୨୦)[୨] ; ଜନ୍ମନାମ: ଗୋପୀନାଥ ଗଜପତି ନାରାୟଣ ଦେଓ)[୩] ପାରଳାଖେମୁଣ୍ଡିର ରାଜା[୪] ଏବଂ ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ମୃତ୍ୟୁପରେ ବାଙ୍ଗାଲୋରରୁ ଆସିଥିଲେ ଏବଂ ପାରଳା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ ।[୫] ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧ ଭାବରେ ସେ ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଏବଂ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ[୬] ଏବଂ ପୁଣି ୨୦୦୯ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୭]

ଗୋପୀନାଥ ଗଜପତି
ସାଂସଦ: ୯ମ ଏବଂ ୧୦ମ ଲୋକ ସଭା
କାର୍ଯ୍ୟକାଳ
୧୯୮୯ – ୧୯୯୬
ପୂର୍ବ ଅଧିକାରୀଜଗନ୍ନାଥ ରାଓ
ପର ଅଧିକାରୀପି. ଭି. ନରସିଂହ ରାଓ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଗୋପୀନାଥ ଗଜପତି ନାରାୟଣ ଦେଓ

(1943-03-06)୬ ମାର୍ଚ୍ଚ ୧୯୪୩
ପାରଳାଖେମୁଣ୍ଡି, ଓଡ଼ିଶା
ମୃତ୍ୟୁ୧୦ ଜାନୁଆରୀ ୨୦୨୦(2020-01-10) (ବୟସ ୭୬)
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି (୧୯୯୮-୨୦୦୯),
ବିଜୁ ଜନତା ଦଳ (୨୦୦୯-ଏବେଯାଏଁ)
ଜୀବନ ସାଥୀପୂର୍ଣ୍ଣା ଦେବୀ ଗଜପତି
ସନ୍ତାନଗୋଟିଏ ପୁଅ, ଗୋଟିଏ ଝିଅ
ଶିକ୍ଷାନୁଷ୍ଠାନଅଲାଗାପ୍ପା କଲେଜ ଅଫ୍ ଟେକ୍ନୋଲୋଜି

ଆଧାର ସମ୍ପାଦନା

  1. Patnaik, Sunil. "Scandal buffets Odisha palace". The Telegraph. Retrieved 23 August 2016.
  2. "Former MP Gopinath Gajapati Narayan Deo dies at 76". India Today. Retrieved 11 January 2020.
  3. "Tenth Lok Sabha Members Bioprofile". Lok Sabha Secretariat. Archived from the original on 26 August 2016. Retrieved 23 August 2016.
  4. "ଭେଣ୍ଟିଲେଟର୍‌ରେ ଗୋପୀନାଥ ଗଜପତି". Sambad. 11 December 2017. Retrieved 19 January 2019.
  5. ମହାପାତ୍ର, ସତ୍ୟ ନାରାୟଣ. ଆମ ପାରଳା ଗଜପତି. ଆମ ଓଡ଼ିଶା. Retrieved 19 January 2019.
  6. "Orissa Political Parties Yet To Finalise Candidates". Business Standard. Retrieved 23 August 2016.
  7. "Gopinath Gajapati, Pramila Giri join BJD". The New Indian Express. Retrieved 23 August 2016.[permanent dead link]