ଖୋଲ ହି-ରଇତାନ ବନ୍ୟପ୍ରାଣୀ ଅଭୟାରଣ୍ୟ

ଭାରତରେ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଖୋଳ ହି -ରଇତାନ ବନ୍ୟପ୍ରାଣୀ ଅଭୟାରଣ୍ୟ
Wildlife Sanctuary
Countryଭାରତ
Government
 • BodyHaryana Forest Department
Time zoneUTC+5:30 (IST)
Websitewww.haryanaforest.gov.in

ଖୋଳ ହି -ରଇତାନ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ଅବସ୍ଥିତ ଏକ ଅଭୟାରଣ୍ୟ । ଏହା ପଞ୍ଚକୁଲା ସହରଠାରୁ ୦.୫ କିଲୋମିଟର ଦୂରରେ ମାୟାଣୀ ରୋଡଠାରେ ଅବସ୍ଥିତ । ବୀର ଶିକାରଗଡ଼ ଅଭୟାରଣ୍ୟଠାରୁ ଏହାର ଦୂରତା ମାତ୍ର ୩ କିଲୋମିଟର ।[୧][୨]

ଇତିହାସ  ସମ୍ପାଦନା

ହରିୟାଣା ସରକାରଙ୍କ ଜଙ୍ଗଲ ବିଭାଗ ଏହାକୁ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ୨୦୦୪ ମସିହା ଡିସେମ୍ବର ମାସରେ ଘୋଷଣା କରିଥିଲେ ।[୧]

ଆୟତନ  ସମ୍ପାଦନା

ଏହାର ଆୟତନ ୪୮୮୩ ହେକ୍ଟର ଓ ଏହା ଚତୁର୍ପାର୍ଶ୍ୱରେ ଆହୁରି ୧୩୨୦ ହେକ୍ଟରର ଜୈବ ସଚେତନ ଅଞ୍ଚଳ ରହିଛି ।[୧][୨]

 
କାଳେଷାରଠାରେ ଏସୀୟ ହାତୀ 

ବନ୍ୟପ୍ରାଣୀ  ସମ୍ପାଦନା

ଏହି ଅଞ୍ଚଳରେ ଥିବା ଅନ୍ୟ ଅଭୟାରଣ୍ୟ ପରି ଏଠାରେ ମଧ୍ୟ ବିଭିନ୍ନ ବନ୍ୟପ୍ରାଣୀ ଦେଖାଯାଇଥାନ୍ତି ।[୨]

ନିକଟସ୍ଥ ଆକର୍ଷଣସମୂହ  ସମ୍ପାଦନା

  • କାଳେଷାର ଜାତୀୟ ପାର୍କ - ଯମୁନା ନଗରଠାରୁ ୧୫ କିଲୋମିଟର ଦୂରରେ 
  • ବୀର ଶିକାରଗଡ଼ ବନ୍ୟ ପ୍ରାଣୀ ଅଭୟାରଣ୍ୟ - ପିଞ୍ଜୋରେଠାରୁ ୮ କିଲୋମିଟର ଦୂରରେ 

ଆଧାର  ସମ୍ପାଦନା