କ୍ଷୀର ସାଗର ଓଡ଼ିଶାର ଏକ ମିଠା ବ୍ୟଞ୍ଜନ ଅଟେ ଯାହା ଶାବ୍ଦିକ ରୂପେ "କ୍ଷୀରର ମହାସାଗର"ରେ ଅନୁବାଦ କରିଥାଏ ।[୧] ଏହି ମିଠା ସାଧାରଣତଃ ଭାଗବାନ ବିଷ୍ଣୁ, ଲକ୍ଷ୍ମୀ ଏବଂ ମଧୂସୁଦନଙ୍କ ପାଖେ ପ୍ରସାଦ ଋପେ ଲଗାଯାଏ ।[୧][୨]

କ୍ଷୀର ସାଗର
ଅନ୍ୟ ନାମଖୀର ସାଗର
ପରଷାମିଠା ଭୋଜନ
ମୂଳ ସ୍ଥାନଓଡ଼ିଶା
ଅଞ୍ଚଳ ବା ରାଜ୍ୟଓଡ଼ିଶା, ଭାରତ
ସମ୍ବନ୍ଧିତ ଜାତୀୟ ଖାଦ୍ୟଭାରତୀୟ ଖାଦ୍ୟ, ପାକିସ୍ଥାନୀ ଖାଦ୍ୟ
ପ୍ରକାର ଭେଦଖିରି

କ୍ଷୀର ସାଗରରେ ମିଠା, ବହଳ ଖୀରରେ ଛେନାରୁ ପ୍ରସ୍ତୁତ ଗୋଲ ଗୋଲ ବଲ ପରି ହୋଇଥାଏ । କେସର, ଚିନି ଏବଂ ଅଳେଇଚ ଗୁଣ୍ଡ ପକେଇ ପ୍ରସ୍ତୁତ କରାଯାଏ । ଏହା ସାଧାରଣତଃ ଥଣ୍ଡାକରି ଖିଆଯାଏ ।

ଏହି ଖାଦ୍ୟ ସାଧାରଣତଃ (ରସମଲାଇ)ର ପୂର୍ବବର୍ତ୍ତୀ ଅଟେ । କ୍ଷୀର ସାଗରରେ ମୁଖ୍ୟତଃ ଖୀରର ଆଧାର ରାବିଡ଼ି ପରି ମୋଟାଥାଏ ।

ଆଧାର ସମ୍ପାଦନା

  1. ୧.୦ ୧.୧ Asoka Kumar Rath (1987). Studies on some aspects of the history and culture of Orissa. Punthi Pustak.
  2. The Orissa Historical Research Journal. Superintendent of Museum. 1990.