କେ. ଏମ. ବୀଣାମୋଲ

ଆଥଲେଟିକସ ପ୍ରତିଯୋଗୀ

କଳାଇଥୁମାକୁଝି ମାଥ୍ୟୁସ ବିନାମୋଲ , ଜଣେ ପୂର୍ବତନ ଭାରତୀୟ ମହିଳା ଆଥଲେଟ । ତାଙ୍କର ଜନ୍ମ ୧୫ ଅଗଷ୍ଟ ୧୯୭୫ରେ କେରଲ ରାଜ୍ୟର ଇଦଦୁକି ଜିଲ୍ଲାର କୋମ୍ବିଦିଞ୍ଜାଳ ନାମକ ଗ୍ରାମରେ ହେଇଥିଲା । 

କେ ଏମ୍ ବୀଣାମୋଲ
ବ୍ୟକ୍ତିଗତ ତଥ୍ୟ
ପୂରା ନାମକଲୟାଠୋମକୁଜି ମ୍ୟାଥ୍ୟୁସ୍ ବୀଣାମୋଲ
ଜାତୀୟତାଭାରତୀୟ
ବର୍ଗମାଲାୟଲି
ନାଗରିକତାଭାରତୀୟ
ଜନ୍ମ (1975-08-15) ୧୫ ଅଗଷ୍ଟ ୧୯୭୫ (ବୟସ ୪୮)
କୋମ୍ବିଡ଼ିଞ୍ଜଲ୍, ଇଡ଼ୁକି, କେରଳ
ସକ୍ରିୟ ବର୍ଷ୧୯୯୦ - ୨୦୦୪
ନିୟୋଗକର୍ତ୍ତାଭାରତୀୟ ରେଳ
ଉଚ୍ଚତା163 cm (5 ft 4 in)[୧]
ଓଜନ50 kilograms (110 lb)[୧]
ପତି/ପତ୍ନୀଡଃ ବିବେକ ଜର୍ଜ
Sport
ଦେଶଭାରତ
କ୍ରୀଡ଼ାଦୌଡ଼କୁଦ
Event(s)Sprint (୪୦୦ ମିଟର୍)
Middle-distance (800 m)
Relay (4 × 400 m)
Coached byରାଜୁ ପଲ୍
Achievements and titles
Personal best(s)400 m: 51.21 (Kiev, 2000)[୨]
800 m: 2:02.01 (New Delhi, 2002)[୨]
4 × 400 m relay: 3:26.89 (Athens, 2004) NR
Medal record

ପେଶାଦାର କ୍ରୀଡ଼ାବିତ୍ ଜୀବନ  ସମ୍ପାଦନା

କୌଣସି ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଭାଇ ଭଉଣୀ ଯୋଡି ଏକ ସଙ୍ଗେ ପଦକ ଜିତିବାରେ ବୀଣାମୋଲ ଓ ତାଙ୍କ ଭାଇ କେ. ଏମ. ବିନୁ ଭାରତର ଏକମାତ୍ର ଯୋଡି ଭାବରେ ରହିଛନ୍ତି । ବୀଣାମୋଲ ମହିଳା ବିଭାଗର ୪୦୦ ମିଟର ରିଲେ ଓ ୮୦୦ ମିଟରରେ ଭାଗ ନେଉଥିଲେ । ୨୦୦୦ ମସିହା ଅଲମ୍ପିକ୍‌ସରେ ସେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ପି.ଟି. ଉଷା ଓ ସିନି ଉଇଲିୟମଙ୍କ ପରେ ତୃତୀୟ ମହିଳା ଭାରତୀୟ  ଆଥଲେଟ । 

ଅଲିମ୍ପିକ  ସମ୍ପାଦନା

ଏସୀୟ କ୍ରୀଡା ଅବଦାନ  ସମ୍ପାଦନା

ବୁଶାନଠାରେ ହେଇଥିବା ଏସିୟ କ୍ରୀଡ଼ାରେ ସେ ମହିଳା ବିଭାଗର ୮୦୦ ମିଟର ଦୌଡ ଏବଂ ୪x୪୦୦ ମିଟର ମହିଳା ଦୌଡ ପ୍ରତିଯୋଗୀତାରେ ସ୍ୱର୍ଣ ପଦକ ପ୍ରାପ୍ତ ହେଇଥିଲେ .[୩][୪][୫]

ସଫଳତା ସମ୍ପାଦନା

Year Competition Venue Position Event Notes
2000 Asian Championships Jakarta, Indonesia   Gold 4 × 400 m relay 3:31.54
  Silver 400 m 51.41
2002 Asian Games Busan, South Korea   Gold 800 m 2:04.17
  Gold 4 × 400 m relay 3:30.84
୨୦୦୪ Olympic Games Athens, Greece 6th 4 × 400 m relay 3:26.89 NR

ପୁରସ୍କାର  ସମ୍ପାଦନା

୨୦୦୦ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । .[୬][୭] ପୁନର୍ବାର ସେ ୨୦୦୨-୨୦୦୩ ମସିହା ପାଇଁ ଅଞ୍ଜଲି ବେଦପାଠକ ଭଗବତଙ୍କ ସହ ଯୁଗ୍ମ ଭାବରେ " ରାଜୀବ ଗାନ୍ଧୀ ଖେଳ ରତ୍ନା" ପୁରସ୍କାର ଲାଭ କରିଥିଲେ । .[୮][୯] ୨୦୦୪ ମସିହାରେ ସେ ନାଗରକା ସମ୍ମାନ ପଦ୍ମଶ୍ରୀ ପ୍ରାପ୍ତ ହେଇଥିଲେ । i.[୧୦]

ବ୍ୟକ୍ତିଗତ ଜୀବନ  ସମ୍ପାଦନା

ବିନାମୋଲ ବିବେକ ଜର୍ଜ ନାମକ ଜଣେ ପାଥୋଲଜିଷ୍ଟଙ୍କୁ ବିଭାହ କରିଛନ୍ତି ଓ ତାଙ୍କର ୨ ସନ୍ତାନ ରହିଛନ୍ତି । 

ପୁନଶ୍ଚ ଦେଖଣା  ସମ୍ପାଦନା

  • List of Kerala Olympians

ଆଧାର ସାନୁହ  ସମ୍ପାଦନା

  1. ୧.୦ ୧.୧ "K. M. Beenamol". sports-reference.com. Archived from the original on 18 March 2016. Retrieved 20 November 2016.
  2. ୨.୦ ୨.୧ "K. Mathews Beenamol IAAF Profile". IAAF. Archived from the original on 20 November 2016. Retrieved 20 November 2016.
  3. "Kombodinjal basks in Beenamol, Binu's glory". Rediff. 16 October 2002. Archived from the original on 24 November 2002. Retrieved 19 November 2016.
  4. Sen Gupta, Abhijit (16 May 2002). "She's been at it". The Hindu. Retrieved 2010-01-28.
  5. "`Star of the Year' award for Beenamol". The Hindu. 19 November 2004. Archived from the original on 2004-11-23. Retrieved 2010-01-28.
  6. "Arjun Award - Sports". Indian Olympic Association. Archived from the original on 22 September 2011. Retrieved 20 November 2016. {{cite web}}: |archive-date= / |archive-url= timestamp mismatch; 22 ସେପ୍ଟେମ୍ବର 2016 suggested (help)
  7. "List of Arjuna Award Winners". Ministry of Youth Affairs and Sports. Government of India. Archived from the original on 25 December 2007. Retrieved 20 November 2016.
  8. "Arjuna Awards, Rajiv Gandhi Khel Ratna, Dhyan Chand and Dronacharya awards given away". Press Information Bureau. Ministry of Youth Affairs and Sports. 29 August 2003. Archived from the original on 26 April 2016. Retrieved 20 November 2016.
  9. "Rajiv Gandhi Khel Ratna Award". Indian Olympic Association. Archived from the original on 22 September 2016. Retrieved 20 November 2016.
  10. "Padma Awards directory (1954-2014)" (PDF). Ministry of Home Affairs. Government of India. p. 136. Retrieved 20 November 2016.