କୁଲୁବାନ ମଧ୍ୟ ଜାଭାର ଏକ ପାରମ୍ପରିକ ଖାଦ୍ୟ ଅଟେ ।[୧] 'କୁଲୁବାନ"କୁ ଶାକାହାରୀ ଭୋଜନ ପାଇଁ କିମ୍ବା ପାର୍ଶ୍ୱ ଖାଦ୍ୟରେ ସାଲଡ ଋପେ ଖିଆଯାଏ । "କୁଲୁବାନ" ପ୍ରାଚୀନ ଜାଭାନିଜ୍ ବ୍ୟଞ୍ଜନରୁ ଏକ ଅଟେ, କାରଣ ଏହାର ଉଲ୍ଲେଖ ୯ [୧୯ ଶତାବ୍ଦୀ ସି.ଇ] ପାଖାପାଖି ମେଦାଙ୍ଗ ସାମ୍ରାଜ୍ୟର ଶିଳାଲେଖରେ ।[୨]

କୁଲୁବାନ
ପରଷାପାର୍ଶ୍ୱ ଖାଦ୍ୟ
ମୂଳ ସ୍ଥାନଇଣ୍ଡୋନେସିଆ
ଅଞ୍ଚଳ ବା ରାଜ୍ୟମଧ୍ୟ ଜାଭା
ଆରମ୍ଭମଧ୍ୟ ଜାଭା
ପରଷିବା ଉତ୍ତାପପ୍ରାୟତଃ ମୁଖ୍ୟ ଖାଦ୍ୟ ସହିତ ପରୋସା ଯାଏ
ମୁଖ୍ୟ ଉପାଦାନପରିବା ସିଝା ସାଲଡ, ଖଣ୍ଡ ଖଣ୍ଡ ନଡ଼ିଆ ମସଲା
Cookbook: କୁଲୁବାନ at Wikibooks 

ସାମଗ୍ରୀସମ୍ପାଦନ କରନ୍ତୁ

  1. http://www.sajiansedap.com/recipe/detail/10690/kuluban
  2. "Hanya Ada Di Candi Sojiwan: Menu Hidangan Raja Mataram Kuno". TEMPO.CO (in Indonesian). 22 February 2017.CS1 maint: Unrecognized language (link)