କୁନ୍ଦୁରି ଭଜା

ଓଡ଼ିଆ ଖାଦ୍ୟ

କୁନ୍ଦୁରି ଭଜା ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ । କୁନ୍ଦୁରିକୁ ଛୋଟ ଛୋଟ ଖଣ୍ଡ କରି କାଟି ଆଳୁ, ଗୋଟା ସୋରିଷ, ହଳଦୀ, ଲୁଣ ଆଦି ଦେଇ ଭାଜି ଏହା ତିଆରି କରାଯାଇଥାଏ ।

କୁନ୍ଦୁରି ଭଜା
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନକୁନ୍ଦୁରି, ଆଳୁ, ଜିରା, ଲୁଣ, ସୋରିଷ, ହଳଦୀ ଗୁଣ୍ଡ

ଉପାଦାନ ସମ୍ପାଦନା

ତିଆରି ପ୍ରଣାଳୀ ସମ୍ପାଦନା

କୁନ୍ଦୁରି ଓ ଆଳୁକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ହଳଦୀ ଗୋଳାଇ ପିଆଜ, ଗୋଟା ଜିରା ଓ ଗୋଟା ସୋରିଷକୁ ତେଲରେ ଭାଜି ଏହା ତିଆରି କରାଯାଇଥାଏ ।