କିଲାକରେଇ  (Tamil: கீழக்கரை)ଭାରତୀୟ ରାଜ୍ୟ ତାମିଲନାଡୁର ରମନାଥପୁରମ ଜିଲ୍ଲାର ଏକ ମୁନିସିପାଲିଟି ସହର । ଏହା ତାମିଲନାଡୁର ଏକ ପ୍ରାଚୀନ ତାଲୁକ । 

କିଲାକରେଇ

கீழக்கரை

Keelai
Town
Kilakarai lighthouse
Country India
StateTamil Nadu
DistrictRamanathapuram
TalukaKilakarai
ସରକାର
 • ପ୍ରକାରMunicipality
 • ପରିଚାଳନାKilakarai Municipality
Elevation
8 m (26 ft)
ଜନସଂଖ୍ୟା
 (2011)
 • ମୋଟ୩୮,୩୫୫
Demonym(s)Kilakaraian
Languages
 • OfficialTamil
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
623 517
Telephone code91 4567
ଗାଡ଼ି ପଞ୍ଜିକରଣTN 65
Distance from Chennai୫୫୮ କିଲୋମିଟର (୩୪୭ mi) S
Distance from Bengaluru୫୩୯ କିଲୋମିଟର (୩୩୫ mi) S
Distance from Madurai୧୩୨ କିଲୋମିଟର (୮୨ mi) E
Distance from Ramanathapuram୧୮ କିଲୋମିଟର (୧୧ mi) S
Distance from Coimbatore୩୬୫ କିଲୋମିଟର (୨୨୭ mi) W
Distance from Tuticorin୧୨୧ କିଲୋମିଟର (୭୫ mi) N
Distance from Adirampattinam୧୫୨ କିଲୋମିଟର (୯୪ mi) S
ClimateBSh (Köppen)
Precipitation୯୦୯ millimetres (୩୫.୮ in)
Avg. summer temperature୩୦ °C (୮୬ °F)
Avg. winter temperature୨୫ °C (୭୭ °F)

ବର୍ଣ୍ଣନାସମ୍ପାଦନ କରନ୍ତୁ

କିଲାକରେଇ ଦକ୍ଷିଣ ତାମିଲନାଡୁରେ ଅବସ୍ଥିତ ଏକ ପ୍ରାଚୀନ ତଟବର୍ତୀ ସହର ଓ ବନ୍ଦର । ଏହା ବିଂଶ ଶତାବ୍ଦୀର ପ୍ରାରମ୍ଭ ଯାଏ ଏହା ଏକ ସମ୍ଭ୍ରାନ୍ତ ବନ୍ଦର ଓ ମଦୁରାଇ ପରି ଦୁରବର୍ତୀ ଆଞ୍ଚଳ ପାଇଁ ପ୍ରବେଶପଥ ଥିଲା । କିଲାକରେଇର ସମୁଦ୍ର ତଟରେ ଛୋଟ ବେ ସବୁ ଓ କୋରାଲ ପାହାଡ ଥିବା ଯୋଗୁଁ ତାହା ସମୁଦ୍ରର କରାଳତାରୁ କିଳାକରେଇକୁ ବାତ୍ୟା ଦାଉରୁ ସୁରକ୍ଷିତ ରଖେ । 

ଏଠାକାର ଅଧିବାସୀ ମାନେ ମୁଖ୍ଯତଃ ମୁକ୍ତା ଓ ଶାମୁକା ତଥା ଅନ୍ୟ ସାମୁଦ୍ରିକ ଉପ୍ପାଦର  ବ୍ୟବସାୟ କରିଥାନ୍ତି । ତେବେ ରାସ୍ତାରେ ଗମନାଗମନ ସୁବିଧା ସବୁ ହେଲା ପରେ କ୍ରମଶଃ କିଲାକରେଇର ବନ୍ଦର ବନ୍ଦ ହେଇଗଲା ।[୧] ମୁକ୍ତା ଚାଷ ଓ ମାଛ ମରା ଯୋଗୁ କୋରାଲ ପାହାଡ ସବୁ ନଷ୍ଟ ହେଇଗଲା । ଧୀରେ ଧୀରେ ସାମୁଦ୍ରିକ ପ୍ରକୃତିକ ମୁକ୍ତାର ବ୍ୟବସାୟ ଭି ମାନ୍ଦା ପଡିବାରୁ ତାହା ବନ୍ଦ ହେଲା ।  

କିଲାକରେଇରେ ସଂଖ୍ୟାଧିକ ମୁସଲିମ ଥିଲେ ମଧ୍ୟ ସେଠାରେ ହିନ୍ଦୁ , ଖ୍ରୀଷ୍ଟିୟାନ ଓ ଅନନ୍ୟ ଧର୍ମାବଲମ୍ବୀ ମାନଙ୍କ ଭିତରେ ସମ୍ପ୍ରଦାୟିକ ସଦ୍ଭାବ ଏକ ଦୃଷ୍ଟାନ୍ତ । ଏଠାରେ ରାମେଶ୍ୱରମ ମନ୍ଦିର ସହ ଜୁମ୍ମା ପଲ୍ଲୀ ଭାଷାଳ ରହିଛି ଓ ଉଭୟର ସ୍ଥାପତ୍ୟରେ ସମଞ୍ଜସ୍ୟା ଦେଖାଯାଏ । 

ଏଠାରେ ବିଶ୍ୱର ଚତୁର୍ଥ ସର୍ବ ପୁରାତନ ମସଜିଦ ଜୁମ୍ମା ପାଲ୍ଲୀ ବା ମୀନ କାଦା ପାଲ୍ଲୀ ରହିଛି । ଏହି ମସଜିଦର ପ୍ରାକ- ଇସଲାମିକ ସ୍ଥାପତ୍ୟ , ଯାହା ୨୦୦୦ ବର୍ଷର ପୁରାତନ , ଏକ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ । ଶିକ୍ଷୟାର ଉତ୍ତମ ବ୍ୟବସ୍ଥା ଥିବାରୁ ଏଠାରେ ସାକ୍ଷ୍ୟରତା ହାର ଖୁବ ଭଲ । 


Political informationସମ୍ପାଦନ କରନ୍ତୁ

ଏହା ୧୮୮୫ ଯାଏ ଏକ ପଞ୍ଚାଯତ ଥିଲା । ତାହା ପରେ ସ୍ପେଶାଲ ପଞ୍ଚାଯତ ହେଇ ପରେ ୨୦୦୪ ମସିହାରୁ ତୃତୀୟ ଶ୍ରେଣୀର ମୁନିସିପାଲିଟିରେ ପରିଣତ ହେଲା । 

Demographicsସମ୍ପାଦନ କରନ୍ତୁ

A୨୦୧୧ ଜନଗଣନା ଅନୁସାରେ କିଲାକରାଇର ଲୋକ ସଂଖ୍ୟା ୩୮,୩୫୫ ଥିଲା । ମହିଳା ଓ ପୁରୁଷ ଅନୁପାତ ୯୪୮;୧,୦୦୦[୨] ରହିଥିବା ବେଳେ ୪,୩୯୧ ଜଣ ୬ ବର୍ଷରୁ କମ ଶିଶୁ ଥିଲେ । ସାକ୍ଷ୍ୟରତା ହାର ୮୨.୬୩ % ଯାହା ଜାତୀୟ ହାର ଠାରୁ ଅଧିକ ଥିଲା । .[୨] ସମୁଦାଯ ଗୃହ ସଂଖ୍ୟା ୭୪୪୮ ହେଇଥିବା ବେଳେ ଅଧିକାଂଶ ଚାଷୀ ଓ ଶ୍ରମିକ ଶ୍ରେଣୀ ଥିଲେ । .[୩] ଧର୍ମ ଅନୁସାରେ କିରାଇକେଲାରେ ୭୯.୯୨ % ମୁସଲିମ , ୧୭.୬ % ହିନ୍ଦୁ , ୧.୧୬ % ଖ୍ରୀଷ୍ଟିୟାନ ଓ ବାକି ଅନ୍ୟ ସଂପ୍ରଦାୟର ଥିଲେ । .[୪]

ଶିକ୍ଷାନୁଷ୍ଠାନ ସମ୍ପାଦନ କରନ୍ତୁ

ଏଠାରେ ମହମ୍ମଦ ଶଠକ ଇଂଜିନିଯରିଂ କଲେଜ , ଠାସିମ ବିବି ଅବଦୁଲ କାଡର ମହିଳା କଲେଜ , ମଦ୍ରାସା , ସାଇଦ  ହାମିଦ କଳା ଓ ବିଜ୍ଞାନ କଲେଜ ପରି ଶିକ୍ଷାନୁଷ୍ଠାନ ସବୁ ରହିଛି । ଏଠାରେ ମହମ୍ମଦଶଠକ ITI ମଧ୍ୟ ରହିଛି ।[୫]ଏଠାରୁ ଛତ୍ର ଛାତ୍ରୀ ମାନେ IAS ପାଇଁ ପ୍ରସ୍ତୁତି କରିବାକୁ ଏକ ଆଇଏଏସ କୋଚିଙ୍ଗ କେନ୍ଦ୍ର ଖୋଲିବାର ବ୍ୟବସ୍ଥା ହେଇଛି । [୬]

ଫୋଟୋ ଗେଲେରୀ ସମ୍ପାଦନ କରନ୍ତୁ

ପୁନଶ୍ଚ ଦେଖଣା ସମ୍ପାଦନ କରନ୍ତୁ

ନୋଟ ସମୂହ ସମ୍ପାଦନ କରନ୍ତୁ

  1. mohammad suhaib, on August 17, 2012, said: (2012-08-17). "Photo of Kilakarai in an ancient map". Panoramio. Retrieved 2013-06-06.CS1 maint: extra punctuation (link) CS1 maint: multiple names: authors list (link)
  2. ୨.୦ ୨.୧ Empty citation (help)
  3. Empty citation (help)
  4. Empty citation (help)
  5. "Ramanathapuram District Population Census 2011, Tamil Nadu literacy sex ratio and density". Census2011.co.in. Retrieved 2013-06-06.
  6. http://www.hinduonnet.com/thehindu/thscrip/print.pl?file=2011022150400200.htm&date=2011/02/21/&prd=th&

ଆଧାର ସମୂହ ସମ୍ପାଦନ କରନ୍ତୁ

ବାହ୍ୟ ସଂଯୋଗ ସବୁ ସମ୍ପାଦନ କରନ୍ତୁ

Keelakkarai News