କାଳ ଚକ୍ର

୧୯୯୯ର ଓଡ଼ିଆ କଥାଚିତ୍ର
(କାଳଚକ୍ରରୁ ଲେଉଟି ଆସିଛି)

କାଳଚକ୍ର, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁବାଷ ରଥ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରଜତ ପାଇକରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

କାଳଚକ୍ର
ନିର୍ଦ୍ଦେଶକରଜତ ପାଇକରାୟ
ପ୍ରଯୋଜକସୁବାଷ ରଥ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟରଜତ ପାଇକରାୟ
କାହାଣୀସୁବାଷ ରଥ
କଳାକାରସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ତ୍ରିବେଦୀ, ହର ପଟ୍ଟନାୟକ, ଜୟୀରାମ ସାମଲ, ଉତ୍ତମ ମହାନ୍ତି
ସଙ୍ଗୀତବିଦ୍ୟାଧର ସାହୁ
ଚିତ୍ରଗ୍ରହଣଗୋପାଳ ରେଡ୍ଡି ଏସ୍.
ସମ୍ପାଦକଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ତ୍ରିବେଦୀ, ହର ପଟ୍ଟନାୟକ, ଜୟୀରାମ ସାମଲ, ଉତ୍ତମ ମହାନ୍ତି, ଜୟଶ୍ରୀ, ପିଆଲି, ସୁବାଷ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟାଧର ସାହୁଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ନିଜାମ, ସୁବୋଧ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୀତା ଦାଶ, ଘନଶ୍ୟାମ ଦାସ, ତୃପ୍ତି ଦାସ, କବିତା କ୍ରିଷ୍ଣମୂର୍ତ୍ତି, ସୋନୁ ନିଗମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ୧.୦ ୧.୧ "ଓଲିଉଡ ଷ୍ଟାର୍‌ ସିଦ୍ଧାନ୍ତଙ୍କ ପାର୍ଟନର୍‌ ବନିଥିବା ନାୟିକା ଏବେ ସାଉଥ୍‌ର ଟପ ଷ୍ଟାର୍‌ !". sambad.in. 4 May 2018. Retrieved 6 June 2018.
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  3. Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା