କର୍ମ ଯୋଗ
କର୍ମଯୋଗ ଭଗବତ ଗୀତାର ଶିକ୍ଷାବଳୀ ଉପରେ ଆଧାରିତ ଏକ ଯୋଗ ପ୍ରଣାଳୀ ।[୧] ଯୋଗର ୪ଟି ପଥ ମଧ୍ୟରୁ ଏହା ଅନ୍ୟତମ । କର୍ମ ଶବ୍ଦଟି ସଂସ୍କୃତର କୃ ଧାତୁରୁ ଆସିଅଛି, ଯାହାର ଅର୍ଥ ହେଉଛି କିଛି କରିବା ।
ଆଧାରସମ୍ପାଦନ କରନ୍ତୁ
- ↑ "The Bhagabat Geeta". Retrieved 1 June 2017.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |