କର୍ନେଲ, ଅପରେଟିଂ ସିଷ୍ଟମର ଏକ ମୁଖ୍ୟ ଅଂଶ । ଏହା ସମସ୍ତ ହାର୍ଡୱେର, ସଫ୍ଟୱେର ଓ ସିଷ୍ଟମ ଟୁଲ୍ସ ଗୁଡ଼ିକୁ ସଠିକ ଭାବେ ପରିଚାଳନା କରିଥାଏ । ଏହା ଅପ୍ପଲିକେସନକୁ ହାର୍ଡୱେର ସହ ଯୋଡିବାର ମାଧ୍ୟମ ଅଟେ ।

ଆଧାରସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ