କର୍ଣାଳ ବିମାନ ବନ୍ଦର

କର୍ଣାଳ ବିମାନ ବନ୍ଦର, (ICAO: VI40), ଭାରତୀୟ ରାଜ୍ୟ ହରିୟଣାର କର୍ଣାଳଠାରେ ଏହା ଏକ ଏୟାର ସ୍ଟ୍ରିପ । ଏଠାରୁ ନିୟମିତ ବିମାନ ଚଳାଚଳ ହୁଏ ନାହି । ଏଠାରେ " କର୍ଣାଳ ଅଭିଏସନ କ୍ଲବ " ତରଫରୁ ବିଭିନ୍ନ ପ୍ରକାର ପାଇଲଟ ତଥା ଅନନ୍ୟ ଉଡାଣ ସମ୍ପର୍କିତ ଶିକ୍ଷା ଦିଆଯାଏ । 

କର୍ଣାଳ ବିମାନ ବନ୍ଦର
करनाल हवाई अड्डा
ਕਰਨਾਲ ਹਵਾਈ ਅੱਡਾ
IATA: noneICAO: VI40
Karnal Airport is located in India
Karnal Airport
Karnal Airport
ସାରକଥା
ବିମାନ ବନ୍ଦର ପ୍ରକାର Private/Public
Owner Civil Aviation Department, Haryana
ପରିଚାଳକ Haryana Institute of Civil Aviation
ଅବସ୍ଥାନ Karnal
ଉଚ୍ଚତା (ସମୁଦ୍ର ଠାରୁ) 829 ft / 253.51 m
ଦିଗବାରେଣି 29°42′51″N 77°02′15″E / 29.71417°N 77.03750°E / 29.71417; 77.03750
ବେବସାଇଟ http://www.karnal.gov.in/dept_aviation.asp
ରନବେ
ଦିଗ ଲମ୍ବ ଭୂମି
ft m
31/13 3,000 917 Asphalt

ଇତିହାସ  ସମ୍ପାଦନା

[୧]1967 ମସିହାରେ ଏହି ଏୟାର ସ୍ଟ୍ରିପ ନିର୍ମିତ ହେଇଥିଲା । ସେହି ବର୍ଷରୁ ଫ୍ଲାଇଂ କ୍ଲବ ଏଠାରେ ପ୍ରଚଳିତ ରହିଛି । .[୨]


2012 ମସିହାରୁ ସରକାରଙ୍କ ଉଦ୍ୟମରେ ଏଠାରୁ ଘରେଇ ବିମାନ ଚଳାଚଳ ଓ ରାତ୍ର କାଳୀନ ଅବତରଣ ସୁବିଧା ପାଇଁ ବିମାନ ବନ୍ଦରର ଉନ୍ନୟନ କାର୍ଯ୍ୟ ଚାଲିଛି । [୧]

Karnal Aviation Club ସମ୍ପାଦନା

ଏଠାରେ ସରକାରୀ ଉଦ୍ୟମରେ ପାଇଲଟ ଟ୍ରେନିଂ କର୍ଣାଳ  ଅଭିଏସନ କ୍ଲବ ତରଫରୁ ଦିଆ ଯାଇଥାଏ । 

ପୁନଶ୍ଚ ଦେଖଣା  ସମ୍ପାଦନା

ଛାଞ୍ଚ:Col div

ଛାଞ୍ଚ:Col div end


ଆଧାର  ସମ୍ପାଦନା

  1. ୧.୦ ୧.୧ "Three airports ready to take off in Haryana". Times of India. 29 August 2012. Archived from the original on 3 January 2013. Retrieved 6 September 2012.
  2. http://www.karnal.gov.in/dept_aviation.asp