କାଠକୁ ଚିରି ପଟା କରିବାପାଇଁ ବ୍ୟବହୃତ ତୀକ୍ଷ୍ଣଦନ୍ତ ଶସ୍ତ୍ର ବା ଦନ୍ତୁର ଧାତୁପତ୍ରବିଶିଷ୍ଟ ଶସ୍ତ୍ର ।

ପ୍ରକାରସମ୍ପାଦନ କରନ୍ତୁ

କରତ ଦୁଇ ପ୍ରକାର—

ହାତ କରତ
  • ୧: ହାତ କରତ—ଏହା ଛୋଟ ଏବଂ ଏହାକୁ ଜଣେ ଲୋକ ଧରି କାଠରେ ଲଗାଇ କାଠ ଚିରେ ।
  • ୨: ଠେଲା କରତ—ଏହା ବଡ଼, ଏହାକୁ ଦୁଇ ଜଣ ଦୁଇ ପାଖରୁ ଧରି ଓଟାରି କାଠ ଚିରନ୍ତି ।
ଠେଲା କରତ

ଆଧାରସମ୍ପାଦନ କରନ୍ତୁ