କନିଷ୍କ
ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ
କନିଷ୍କ(ଜନ୍ମ : ୧୯୬୨) ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ଅଟନ୍ତି । ଗଳ୍ପ, କବିତା ଓ ଉପନ୍ୟାସ ଆଦିରେ ସେ ନିଜର ଲେଖନୀ ଚାଳନା କରିଛନ୍ତି । "ନବଲିପି" ଆଦି ପତ୍ରିକା ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଛି । ମଣିଷର ଭାବାବେଗ ତଥା ଦେହ ଚେତନାକୁ ନେଇ ତାଙ୍କ ରଚନା ସମୃଦ୍ଧ । "ଚଢ଼େଇର ଘର" ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ଥିଲା । ୧୯୯୧ରେ ପ୍ରକାଶିତ ଏହି ପୁସ୍ତକଟିର ୪ଟି ସଂସ୍କରଣ ପ୍ରକାଶ ପାଇସାରିଲାଣି ।
କନିଷ୍କ ନାୟକ | |
---|---|
ଜନ୍ମ | ୧୯୬୨ ଭିତରବମ୍ପୁ, ଅଶୁରେଶ୍ୱର, କେନ୍ଦ୍ରାପଡ଼ା |
ବୃତ୍ତି(ସମୂହ) | ସାହିତ୍ୟକ, ସମ୍ପାଦକ |
ରଚନାବଳୀ ସମ୍ପାଦନା
ଗଳ୍ପ ସମ୍ପାଦନା
ଉପନ୍ୟାସ ସମ୍ପାଦନା
- ଘାଟ
- ପାପ
- ପିପି
କବିତା ସମ୍ପାଦନା
ଆଧାର ସମ୍ପାଦନା
- ↑ http://nationallibrary.gov.in/showdetails.php?id=125990
- ↑ http://nationallibrary.gov.in/showdetails.php?id=439174
- ↑ "ଆର୍କାଇଭ୍ କପି". Archived from the original on 2018-07-18. Retrieved 2018-07-16.
{{cite web}}
: Cite has empty unknown parameter:|1=
(help) - ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ. No. ଧରିତ୍ରୀ ୧୭/୧୨/୨୦୨୦. ଧରିତ୍ରୀ. p. ୧୩. Archived from the original on 17 December 2020. Retrieved 17 December 2020.