ଓସେଲଟାମିଭିର (ଇଂରାଜୀ ଭାଷାରେ Oseltamivir, ବିକ୍ରୟ ନାମ ଟାମିଫ୍ଲୁ) ଏକ ଭୁତାଣୁରୋଧୀ ଔଷଧ (antiviral medication) ଯାହା ଇନଫ୍ଲୁଏଞ୍ଜା ଏ (influenza A) ଓ ଇନଫ୍ଲୁଏଞ୍ଜା ବି (influenza B ବା flu) ରୋଗମାନଙ୍କର ପ୍ରତିଷେଧ ଓ ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[୩] ଏହି ରୋଗ‌ଗୁଡ଼ିକ ଜଟିଳ ହୋଇଥିଲେ ବା ସଂକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଜଟିଳ ହେବା ସମ୍ଭାବନା ଥିଲେ ଏହି ଔଷଧ ଦେବାକୁ ସୁପାରିସ କରାଯାଏ ।[୪] ଅଧିକ ସଙ୍କଟାପନ୍ନ ଲୋକଙ୍କୁ ପ୍ରତିଷଧ ଭାବରେ ଦିଆଯାଏ, ଜନ ସାଧାରଣଙ୍କୁ ନୁହେଁ ।[୪] ସ୍ୱଳ୍ପ ସଙ୍କଟ ଥିବା ଲୋକଙ୍କୁ ଏହି ଚିକିତ୍ସା କରିବା ପୂର୍ବରୁ ଚିକିତ୍ସକମାନେ ନିଜର ବିବେକ ବ୍ୟବ‌ହାର କରିବେ ।[୪][୫][୬] ଏହା ବଟିକା ବା ତରଳ ପଦାର୍ଥ ଆକାରରେ ପାଟିରେ ଦିଆଯାଏ । [୩]

ଓସେଲଟାମିଭିର
Clinical data
Pronunciation/ɒsəlˈtæmɪvɪər/
Trade namesTamiflu[୧]
AHFS/Drugs.commonograph
MedlinePlusa699040
data
Pregnancy
category
  • AU: B1
  • US: C (Risk not ruled out)
Routes of
administration
By mouth (hard capsules)
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability>80%[୨]
Protein binding42% (parent drug), 3% (active metabolite)[୨]
MetabolismHepatic, to oseltamivir carboxylate[୨]
Elimination half-life1-3 hours, 6-10 hours (active metabolite)[୨]
ExcretionUrine (>90% as oseltamivir carboxylate), faeces[୨]
Identifiers
  • ethyl (3R,4R,5S)-5-amino-4-acetamido-3-(pentan-3-yloxy)-cyclohex-1-ene-1-carboxylate
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
FormulaC16H28N2O4
Molar mass312.4 g/mol
3D model (JSmol)
  • O=C(OCC)/C1=C/[C@@H](OC(CC)CC)[C@H](NC(=O)C)[C@@H](N)C1
  • InChI=1S/C16H28N2O4/c1-5-12(6-2)22-14-9-11(16(20)21-7-3)8-13(17)15(14)18-10(4)19/h9,12-15H,5-8,17H2,1-4H3,(H,18,19)/t13-,14+,15+/m0/s1 checkY
  • Key:VSZGPKBBMSAYNT-RRFJBIMHSA-N checkY
 ☒NcheckY (what is this?)  (verify)

ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି (vomiting), ତରଳ ଝାଡ଼ା, ମୁଣ୍ଡବଥା ଓ ନିଦ୍ରା ସମସ୍ୟା ଦେଖାଯାଏ ।[୩] ମାନସିକ ଲକ୍ଷଣ (psychiatric symptoms) ଓ ବାତ (seizures) ମାରିବା ମଧ୍ୟ ଦେଖାଯାଇପାରେ ।[୩][୭][୮] ଯୁକ୍ତରାଷ୍ଟ୍ର ଆମେରିକାରେ ଗର୍ଭିଣୀମାନଙ୍କୁ ଇନଫ୍ଲୁଏଞ୍ଜା ସଂକ୍ରମଣ ଥିଲେ ଦିଆଯାଏ ।[୯] ଅଳ୍ପ ସଂଖ୍ୟକ ଗର୍ଭିଣୀମାନଙ୍କୁ ଏହା ଦିଆଯାଇ କୌଣସି ଲକ୍ଷଣ ପ୍ରକାଶ ନ ପାଇବା ଲକ୍ଷକରାଯାଇଥିଲା ।[୯] ବୃକ୍‌କ ସମସ୍ୟା ଥିଲେ ଏହାର ମାତ୍ରା ସ୍ଥିର କରିବା ଆବଶ୍ୟକ ହୁଏ ।[୩]

ସନ୧୯୯୯ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଓସେଲଟାମିଭିର ସ୍ୱୀକୃତ ହୋଇଥିଲା ।[୩] ଏହା ପ୍ରଥମ ପାଟିରେ ଦିଆଯାଉଥିବା ନିଉରାମିନିଡେଜ ଇନହିବିଟର (neuraminidase inhibitor) [୧୦] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୧] ସନ ୨୦୧୬ରୁ ଏହାର ଏକ ସଂସ୍କରଣ ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହେଉଛି ।[୧୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ କ୍ରୟ ମୂଲ୍ୟ ସନ ୨୦୧୪ରେ ୪.୨୭ ଆମେରିକୀୟ ଡଲାର ଥିଲା ।[୧୩] ଡିସେମ୍ଭର ୨୦୧୬ରେ ଏହାର ଏକ କୋର୍ଷର ମୂଲ୍ୟ ୧୩୮.୭୦ଆମେରିକୀୟ ଡଲାର ଥିଲା ।[୧୪]


ଆଧାର ସମ୍ପାଦନା

  1. "Tamiflu - Drugs.com". www.drugs.com. Retrieved 16 January 2017.
  2. ୨.୦ ୨.୧ ୨.୨ ୨.୩ ୨.୪ Davies, BE (April 2010). "Pharmacokinetics of oseltamivir: an oral antiviral for the treatment and prophylaxis of influenza in diverse populations" (PDF). The Journal of antimicrobial chemotherapy. 65 Suppl 2: ii5–ii10. doi:10.1093/jac/dkq015. PMC 2835511. PMID 20215135.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Oseltamivir Phosphate". The American Society of Health-System Pharmacists. Retrieved 8 January 2017.
  4. ୪.୦ ୪.୧ ୪.୨ "CDC Online Newsroom - "Have You Heard?" Archive: 2014 - Influenza A Variant Virus". www.cdc.gov. 10 April 2014. Retrieved 16 January 2017.
  5. European Centre for Disease Prevention and Control (2 Jun 2014). "New and updated evaluations of neuraminidase inhibitors for preventing and treating influenza published".
  6. "Amantadine, oseltamivir and zanamivir for the treatment of influenza". www.nice.org.uk. NICE. 25 February 2009. Retrieved 16 January 2017.
  7. Wang K, Shun-Shin M, Gill P, Perera R, Harnden A (2012). Harnden A (ed.). "Neuraminidase inhibitors for preventing and treating influenza in children (published trials only)". Cochrane Database Syst Rev. 4: CD002744. doi:10.1002/14651858.CD002744.pub4. PMID 22513907.
  8. Jefferson, T; Jones, M; Doshi, P; Spencer, EA; Onakpoya, I; Heneghan, CJ (Apr 9, 2014). "Oseltamivir for influenza in adults and children: systematic review of clinical study reports and summary of regulatory comments". BMJ (Clinical research ed.). 348: g2545. doi:10.1136/bmj.g2545. PMC 3981975. PMID 24811411.
  9. ୯.୦ ୯.୧ "Oseltamivir (Tamiflu) Use During Pregnancy". www.drugs.com. Retrieved 16 January 2017.
  10. Agrawal, R; Rewatkar, PV; Kokil, GR; Verma, A; Kalra, A (Jul 2010). "Oseltamivir: a first line defense against swine flu". Medicinal chemistry (Shariqah (United Arab Emirates)). 6 (4): 247–51. PMID 20843284.
  11. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  12. "The FDA approves first generic version of widely used influenza drug, Tamiflu". FDA. 4 August 2016. Retrieved 6 August 2016.
  13. "Oseltamivir". International Drug Price Indicator Guide. Retrieved 30 July 2016.[permanent dead link]
  14. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 16 January 2017.