ଓଡ଼ିଶାରେ ବୃହତ୍ତ ଶିଳ୍ପର ଇତିହାସ ପ୍ରାୟ ୬୦ ବର୍ଷ ପୁରୁଣା, ଯାହା ୧୯୫୫ରେ ରାଉରକେଲାରେ ଇସ୍ପାତ କାରଖାନା ସ୍ଥାପନାଠୁ ଆରମ୍ଭ ହେଇଥିଲା। କାଳକ୍ରମେ ଏହା ଦ୍ରୁତ ଶିଳ୍ପାୟନ ପଥରେ ଆଗେଇ ଚାଲୁଅଛି। ଓଡ଼ିଶାରେ ଶିଳ୍ପ ମୁଖ୍ୟତ ଖଣିଜ ଓ ଧାତୁ ଭିତ୍ତିକ । ବିଗତ କିଛି ବର୍ଷ ଧରି ଇନଫର୍ମମେସନ ଟେକନୋଲଜି (ଆଇ. ଟି.),ପେଟ୍ରୋଲିୟମ, , ପର୍ଯ୍ୟଟନ, ନୌବାଣିଜ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପରେ ଦ୍ରୁତ ଅଗ୍ରଗତି ଘଟୁଛି।

ଇତିହାସ ସମ୍ପାଦନା

ମୁଖ୍ୟ ଶିଳ୍ପ ସମ୍ପାଦନା

ଧାତୁ ଶିଳ୍ପ ସମ୍ପାଦନା

  1. ରାଉରକେଲା ଇସ୍ପାତ କାରଖାନା
  2. ନାଲକୋ
  3. ହିଣ୍ଡାଲକୋ, ହୀରାକୁଦ
  4. ବେଦାନ୍ତ ଆଲୁମିନା,ଝାରସୁଗୁଡା
  5. ଇମ୍ଫା ଫେରୋକ୍ରୋମ ଚୌଦ୍ୱାର

ପେଟ୍ରୋଲିୟମ, କେମିକାଲ ଓ ଫର୍ଟିଲାଇଜର ଶିଳ୍ପ ସମ୍ପାଦନା

  1. ପାରାଦୀପ ତୈଳ ବିଶୋଧନାଗାର
  2. ପାରାଦୀପ ଫସପେଟ ଲିମିଟେଡ (ପି.ପି.ଏଲ. )
  3. ଇଫ୍ଫକୋ , ପାରାଦୀପ
  4. ଇଣ୍ଡିଆନ ରେଆର ଆର୍ଥ (ଆଇ. ଆର. ଈ.) ଛତ୍ରପୁର

ସିମେନ୍ଟ ଶିଳ୍ପ ସମ୍ପାଦନା

  1. କୋଣାର୍କ ସିମେନ୍ଟ (ଓ. ସି. ଏଲ. ) ରାଜଗାଙ୍ଗପୁର
  2. ଅଲଟ୍ରାଟେକ ସିମେନ୍ଟ(ଆଦିତ୍ୟ ବିର୍ଲା) ଝାରସୁଗୁଡା
  3. ଏ ସି ସି ସିମେନ୍ଟ,, ବରଗଡ

ଇଞ୍ଜିନିୟରିଂ ଓ ପ୍ରତିରକ୍ଷା ଶିଳ୍ପ ସମ୍ପାଦନା

  1. ହିନ୍ଦୁସ୍ତାନ ଏରୋନଟିକାଲ ମିଗ ଇଞ୍ଜିନ କାରଖାନା, ସୁନାବେଢା
  2. ଗୁଳିଗୋଳା କାରଖାନା , ବଡମାଳ, ବଲାଙ୍ଗିର

ନୌବାଣିଜ୍ୟ ସମ୍ପାଦନା

  1. ପାରାଦୀପ ବନ୍ଦର
  2. ଧାମରା ବନ୍ଦର
  3. ଗୋପାଳପୁର ବନ୍ଦର

ଇନଫର୍ମମେସନ ଟେକନୋଲଜି (ଆଇ. ଟି.) ସମ୍ପାଦନା

  1. ଟି ସି ଏସ , କଳିଙ୍ଗ, ଭୁବନେଶ୍ୱର
  2. ଇନଫୋସିସ , ଇନ୍ଫୋସିଟି, ଭୁବନେଶ୍ୱର
  3. ୱିପ୍ରୋ ଟେକନୋଲଜି,ଇନ୍ଫୋସିଟି, ଭୁବନେଶ୍ୱର

ଅନାନ୍ୟ ସମ୍ପାଦନା

  1. ବଲାରପୁର କାଗଜକଳ (ସେବା) ଜୟପୁର, କୋରାପୁଟ
  2. ବିର୍ଲା ଟାୟାର, ବାଲେଶ୍ୱର

ଆଧାର ସମ୍ପାଦନା